ନାଲାୟିରା ଦିବ୍ୟ ପ୍ରବନ୍ଧମ

ନାଲାୟିରା ଦିବ୍ୟ ପ୍ରବନ୍ଧମ ([நாலாயிரத் திவ்வியப் பிரபந்தம், nālāyira tivviya pirapantam] Error: {{Lang-xx}}: text has italic markup (help))  ତାମିଲ  ଭାଷାରେ ରଚିତ 4000ଟି ଅନନ୍ୟ ଭକ୍ତି କବିତାର ଏକ ସଂଗ୍ରହ । ଏହାକୁ 9 ତମ  ଶତାବ୍ଦୀରେ ନଥାମୁନି 12ଟି ଖଣ୍ଡରେ ସଂକଳନ କରିଥିଲେ ।  [୧] ଏହା ବର୍ତ୍ତମାନ ମଧ୍ୟ ବ୍ୟବହାର ହେଇ ବିଭିନ୍ନ ଆଭାସରେ ଅନୁଦିତ ହେଇ ଭାରତୀୟ ସାହିତ୍ଯକୁ ସମ୍ବରୁଧ କରୁଛି । 

ଏହି ପଦ୍ୟାବଳିରେ ଭଗବାନ ବିଷ୍ଣୁଙ୍କ ନାରାୟଣ ଓ ଅନ୍ୟ ଅବତାରର ପ୍ରଶଂଷା ଓ ଆରାଧନା ମୂଳକ ଭାଷାରେ ରଚିତ । ଏହା ଅଲଭର୍ସମାନେ ବିଭିନ୍ନ  ପବିତ୍ର ଆସ୍ଥାନ ମାନଙ୍କୁ ଗାୟନ କରୁଥିଲେ । ତାମିଲ ବୈଷ୍ଣବମାନେ ଉଭୟ ବେଦାନ୍ତୀ ଥିଲେ ଓ ସେମାନେ ଋଗ ବେଦ , ଯଜୁୟବେଦ , ସାମବେଦ ଅଥର୍ବବେଦ ସହିତ ତାମିଲ ଭାଷାରେ ବେଦ[୨]ର ମାନନ୍ୟତା ଦିଆ ଯାଉଥିବା ତିରୁଭୟମୋଲି ,କୁ ବିଭିନ୍ନ ମନ୍ଦିର ଯଥା , ଶ୍ରୀରଙ୍ଗମଠାରେ ଗାୟନ କରୁଥିଲେ । ଦିବ୍ୟ ପ୍ରବନ୍ଧମ ଦୈନିକ ଉପାସନାର ଏକ ଅଭିନ୍ନ ଅଙ୍ଗ ହେଇ ଏବେ ସୁଦ୍ଧା ପ୍ରଚଲିତ । 

ଦିବ୍ୟ ପ୍ରବନ୍ଧମର 4000ଟି ମନ୍ତ୍ର ମଧ୍ୟରୁ 1100ଟି ମୁଖ୍ୟ ମନ୍ତ୍ରକୁ "ତିରୁଭୟମୋଲି "ଆଖ୍ୟା ଦିଆଯାଇଥାଏ ଓ ଏହା ନାମମାଲଭରଙ୍କଦ୍ୱାରା ରଚିତ ହେଇଥିଲା । ପ୍ରବନ୍ଧମର ଶେଷ ଭାଗ କୃଷ୍ଣ ଓ ଗୋପୀ ମାନଙ୍କ ଲୀଳା ଖେଳା ଉପରେ ପରଜ୍ଯବେଶିତ ।  [୨]

ଏହି ଆଦ୍ଯ ସମୟର ସଂକଳନ ପୂର୍ବରୁ ବିଲୁପ୍ତ ହେଇଯାଇଥିବା ବିଶ୍ୱାସ କରାଯାଉଥିବା ବେଳେ ସନ୍ଥ ନାଥମୁନି ଏହାକୁ ଉଦ୍ଧାର  ଓ ପୁନଃ ସଂକଳନ କରିଥିଲେ । [୩]

ପଶୁରାମଙ୍କ ବିଶେଷ ବିବରଣୀ 

ସମ୍ପାଦନା

ନିମ୍ମସ୍ଥ ସାରଣୀରେ ଏହି 4000 କବିତା ବିଷୟରେ ଦିଆଯାଇଛି । .[୪]

Sl noName of the prabandhamStarting fromEnding withNumber of pasuramsSung by
1Periazhvar Thirumozhi1473473Periyalvar
2Thiruppavai47450330Aandaal
3Nachiar Tirumozhi504646143Aandaal
4Perumal Thirumozhi647751105Kulasekara alvar
5Thiruchchanda Viruththam752871120Thirumalisai alvar
6Thirumalai87291645Thondaradippodi alvar
7Thiruppalliyezhuchchi91792610Thondaradippodi alvar
8Amalanadhi piran92793610Thiruppaan alvar
9Kanni Nun Siruththambu93794711Madhurakavi Alvar
10Peria Thirumozhi94820311084Thirumangai alvar
11Kurun Thandagam2032205120Thirumangai alvar
12Nedum Thandagam2052208130Thirumangai alvar
13Mudhal Thiruvandhadhi20822181100Poigai Alvar
14Irandam Thiruvandhadhi21822281100Bhoothathalvar
15Moonram Thiruvandhadhi22822381100Peyalvar
16Naanmugan Thiruvandhadhi2382247796Thirumalisai alvar
17Thiruviruththam24782577100Nammalvar
18Thiruvasiriyam257825847Nammalvar
19Peria Thiruvandhadhi2585267187Nammalvar
20Thiruvezhukkurrirukkai267226721Thirumangai alvar
21Siriya Thirumadal2673271240Thirumangai alvar
22Peria Thirumadal2713279078Thirumangai alvar
23Thiruvay Mozhi279138921102Nammalvar
24Ramanuja Nootrandhadi38934000108Thiruvarangathu Amudhanaar
Total number of pasurams40004000-

ଇଂରାଜୀ ଅନୁବାଦ 

ସମ୍ପାଦନା

ଏହାର ଚମତ୍କାର ଇଂରାଜୀ ଅନୁବାଦ ମଧ୍ୟ ହେଇ ଉପଲବ୍ଧ ହେଇଛି । [୫]

ପୁନଶ୍ଚ ଦେଖଣା 

ସମ୍ପାଦନା
  • Araiyar sevai
  1. "Divya Prabandham - An introduction". www.srivaishnavam.com Srivaishnavam.com]. Retrieved 2007-06-20.
  2. ୨.୦ ୨.୧ Carman, John (1989). The Tamil Veda: Pillan's Interpretation of the Tiruvaymoli. Chicago: University of Chicago Press. p. 4.
  3. Bruce M. Sullivan. Historical Dictionary of Hinduism. Scarecrow Press. p. 217.
  4. "Table showing details of 4000 pasurams". www.srivaishnavam.com srivaishnavam.com]. Retrieved 2007-06-20.
  5. http://www.ibiblio.org/sripedia/ebooks/tvm/tvm1-1.html