ଅଷ୍ଟଭୁଜ
ଜ୍ୟାମିତି ଅନୁସାରେ ଅଷ୍ଟଭୁଜ ହେଉଛି, ଆଠ 'ବାହୁ' ଓ ଆଠ 'କୋଣ' ଥିବା ବନ୍ଦ ଜ୍ୟାମିତିକ କ୍ଷେତ୍ର ଯାହାକି ଏକ ବହୁଭୂଜ । ଏହାର ଆଠ ବାହୁ ତଥା ଆଠ କୋଣ ପରସ୍ପର ସମାନ ହେଲେ ଏହାକୁ ସମ-ଅଷ୍ଟଭୁଜକହନ୍ତି । ଯେ କୌଣସି ଅଷ୍ଟଭୁଜର ଆଠ କୋଣର ସମଷ୍ଟି:
![](http://upload.wikimedia.org/wikipedia/commons/thumb/e/ec/01-Octagon.svg/220px-01-Octagon.svg.png)
ଜ୍ୟାମିତିକ ଧର୍ମ
ସମ୍ପାଦନା- ସମ ଅଷ୍ଟଭୁଜର ସମସ୍ତ ଶିର୍ଷବିନ୍ଦୁ ସମବୃତ୍ତୀୟ ହୁଅନ୍ତି ଅର୍ଥାତ୍ ଏହାର ସମସ୍ତ ଶିର୍ଷବିନ୍ଦୁ ଏହାର ବହିଃ ବୃତ୍ତର ପରିଧି ଉପରିସ୍ଥ ହେବେ ।
- ସମ ଅଷ୍ଟଭୁଜର ସମସ୍ତ ଅନ୍ତରସ୍ଥ କୋଣ ୧୩୫° ସହ ସମାନ ହେବ ।
କ୍ଷେତ୍ରଫଳ
ସମ୍ପାଦନାa ପରିମାପ ବାହୁ ବିଶିଷ୍ଟ ଏକ ସମ ଅଷ୍ଟଭୁଜର କ୍ଷେତ୍ରଫଳ ହେବ:
'R' ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତଟି ଯଦି ସମ ଅଷ୍ଟଭୁଜରେ ପରିଲିଖିତ ହୋଇଥାଏ ତେବେ ଏହି ସମ ଅଷ୍ଟଭୁଜର କ୍ଷେତ୍ରଫଳ ହେବ:
'R' ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତଟି ଯଦି ସମ ଅଷ୍ଟଭୁଜରେ ଅନ୍ତର୍ଲିଖିତ ହୋଇଥାଏ ତେବେ ଏହି ସମ ଅଷ୍ଟଭୁଜର କ୍ଷେତ୍ରଫଳ ହେବ:
ସମ ଅଷ୍ଟଭୁଜର ପରିଲିଖିତ ଏବଂ ଅନ୍ତର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ
ସମ୍ପାଦନା'a' ପରିମାପର ବାହୁ ବିଶିଷ୍ଟ ଏକ ସମ ଅଷ୍ଟଭୁଜରେ ପରିର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ ହେବ:[୧]
ଏବଂ ସେହିପରି ସ୍ଥଳେ ଅନ୍ତର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ ହେବ-
ଅଙ୍କନ
ସମ୍ପାଦନା![](http://upload.wikimedia.org/wikipedia/commons/thumb/e/ec/01-Octagon.svg/220px-01-Octagon.svg.png)
ସମ ଅଷ୍ଟଭୁଜ ଅଙ୍କନ
ସମ୍ପାଦନା- ଦତ୍ତ ମାପର ବ୍ୟାସାର୍ଦ୍ଧ ନେଇ ଏକ ସରଳରେଖା ଉପରେ ବୃତ୍ତଟିଏ ଆଙ୍କ ।
- ବର୍ତ୍ତମାନ ବ୍ୟାସଟି ଉପରେ ଲମ୍ବ ଭାବେ ଆଉ ଏକ ରେଖା ଆଙ୍କ । ଏହି ରେଖା ଦ୍ୱୟ ବୃତ୍ତର କେନ୍ଦ୍ର ବିନ୍ଦୁରେ ପରସ୍ପରକୁ ଛେଦ କରିବେ ।
- ବର୍ତ୍ତମାନ ସୃଷ୍ଟି ହୋଇଥିବା ଦୁଇଟି ସମକୋଣର ଦୁଇଟି ସମଦ୍ୱିଖଣ୍ଡକ ରେଖା ଆଙ୍କ ଯାହାକି ଆଉ ଦୁଇଟି ବ୍ୟାସ ହେବେ ।
- ଏହି ଚାରୋଟି ବ୍ୟାସ ବୃତ୍ତକୁ ଆଠୋଟି ବିନ୍ଦୁରେ ଛେଦ କରିବେ । ଏହି ବିନ୍ଦୁ ଗୁଡିକୁ କ୍ରମାନ୍ୱୟରେ ଯୋଗକଲେ ଏକ ସମ ଅଷ୍ଟଭୁଜର ଅଙ୍କନ ହୋଇପାରିବ ।
ଆଧାର
ସମ୍ପାଦନା- ↑ Weisstein, Eric. "Octagon." From MathWorld--A Wolfram Web Resource. http://mathworld.wolfram.com/Octagon.html
ବାହାର ଲିଙ୍କ
ସମ୍ପାଦନା🔥 Top keywords: ଦେବସ୍ନାନ ପୂର୍ଣ୍ଣିମାପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁଜଗନ୍ନାଥଜୟ ଜଗନ୍ନାଥଗଜାନନ ବେଶଜଗନ୍ନାଥ ମନ୍ଦିରଉଇକିପିଡ଼ିଆ:Shortcutଅଣସରଫକୀର ମୋହନ ସେନାପତିରାଧାନାଥ ରାୟଭି. କାର୍ତ୍ତିକେୟ ପାଣ୍ଡିଆନଜଗନ୍ନାଥ ଦାସଗଙ୍ଗାଧର ମେହେରରଥଯାତ୍ରାଦ୍ୱିତୀୟ ବିଶ୍ୱଯୁଦ୍ଧଦିବ୍ୟସିଂହ ଦେବମଧୁସୂଦନ ରାଓସାରଳା ଦାସଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଲକ୍ଷ୍ମୀକାନ୍ତ ମହାପାତ୍ରଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଗୋପୀନାଥ ମହାନ୍ତିଜଗନ୍ନାଥଙ୍କ ବେଶଓଡ଼ିଆ ଭାଷାଗଣେଶ୍ୱର ବେହେରାମହାତ୍ମା ଗାନ୍ଧୀବ୍ୟବହାରକାରୀ:Ssgapu22/ସମ୍ପାଦିତ କାର୍ଯ୍ୟବ୍ୟବହାରକାରୀ:Ssgapu22/ତାଲିକା/ଓଡ଼ିଆ ବିଧାୟକବନ୍ଦେ ଉତ୍କଳ ଜନନୀଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଗୋପବନ୍ଧୁ ଦାସମଧୁସୂଦନ ଦାସନମିତା ଅଗ୍ରୱାଲଗୋଦାବରୀଶ ମିଶ୍ର