ହିନ୍ଦୀ

ଭାରତର ମୁଖ୍ୟ ଭାଷା

ମାନକ ହିନ୍ଦୀ ବା ଆଧୁନିକ ମାନକ ହିନ୍ଦୀ (मानक हिन्दी), ନାଗେରୀ ହିନ୍ଦୀସାହିତ୍ୟ ହିନ୍ଦୀ ଏକ ମାନକ ଭାଷା ଓ ସଂସ୍କୃତଦ୍ୱାରା ପ୍ରଭାବିତ ।ଏହା ଦିଲ୍ଲୀଉତ୍ତର ପ୍ରଦେଶରେ କହାଯାଉଥିବା ମୂଳ ଖାରିବୋଲିରୁ ଜନ୍ମ ନେଇଅଛି । ଏହା ଭାରତ ସମ୍ବିଧାନରେ ଥିବା ୨୨ଟି ସରକାରୀ ଭାଷାରୁ ଗୋଟିଏ ।[୩][୪]

ମାନକ ହିନ୍ଦୀ
मानक हिन्दी Mānak Hindī
Native toଭାରତ, ନେପାଳ, ମରିସସଆମେରିକା, ଇଲଣ୍ଡ, ସାଉଦି ଆରବ, ମାଲେସିଆ, ସିଙ୍ଗାପୁର, ଅଷ୍ତ୍ରେଲିଆ, ମିଆଁମାର, କାନାଡା, ପାକିସ୍ଥାନ, ଆଫଗାନିସ୍ଥାନ, ଦକ୍ଷିଣ ଆଫ୍ରିକା, ଉଗାଣ୍ଡା, ନିଉ ଜିଲାଣ୍ଡ
ଦେବନାଗରୀ
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
ଭାରତ
Regulated byକେନ୍ଦ୍ରୀୟ ହିନ୍ଦୀ ଡିରେକ୍ଟୋରେଟ(ଭାରତ)[୨]
ଭାଷା କୋଡ୍
ISO ୬୩୯-୧hi
ISO ୬୩୯-୨hin
ISO ୬୩୯-୩hin

ସ୍ୱର ଶାସ୍ତ୍ର ସମ୍ପାଦନା

ବିସ୍ତ୍ରୁତ ଲେଖା - ହିନ୍ଦୀ ସ୍ୱରବିଜ୍ଞାନ

ଦେବନାଗରୀ ଲିପିରେ ହିନ୍ଦୀର ଧ୍ୱନିସବୁ ଏହିପରି ଲେଖାଯାଏ :

ସ୍ୱର ସମ୍ପାଦନା

ଏଇ ସ୍ୱର ଆଧୁନିକ ହିନ୍ଦୀ ପାଇଁ ଦିଆ ଯାଇଅଛି ।

ସ୍ୱରବର୍ଣ“प” ସହ ମାତ୍ରାଆ.ପି.ଏ. ଉଚ୍ଚାରଣ"प्" ସହ ଉଚ୍ଚାରଣIAST ସମାନଇଂରାଜୀ ସମାନହିନ୍ଦୀରେ ବଖାଣ
/ ə // /ashort or long en:Schwa: as the a in above or agoबीच का मध्य प्रसृत स्वर
पा/ α: // pα: /ālong en:Open back unrounded vowel: as the a in fatherदीर्घ विवृत पश्व प्रसृत स्वर
पि/ ɪ // /ishort en:close front unrounded vowel: as i in bitह्रस्व संवृत अग्र प्रसृत स्वर
पी/ i: // pi: /īlong en:close front unrounded vowel: as i in machineदीर्घ संवृत अग्र प्रसृत स्वर
पु/ ʊ // /ushort en:close back rounded vowel: as u in putह्रस्व संवृत पश्व वर्तुल स्वर
पू/ u: // pu: /ūlong en:close back rounded vowel: as oo in schoolदीर्घ संवृत पश्व वर्तुल स्वर
पे/ e: // pe: /elong en:close-mid front unrounded vowel: as a in game (not a diphthong)दीर्घ अर्धसंवृत अग्र प्रसृत स्वर
पै/ ɛ: // pɛ: /ailong en:near-open front unrounded vowel: as e in bedदीर्घ लगभग-विवृत अग्र प्रसृत स्वर
पो/ ο // pο /olong en:close-mid back rounded vowel: as o in tone (not a diphthong)दीर्घ अर्धसंवृत पश्व वर्तुल स्वर
पौ/ ɔ // /aulong en:open-mid back rounded vowel: as au in caughtदीर्घ अर्धविवृत पश्व वर्तुल स्वर

ଆହୁରି ଦେଖନ୍ତୁ ସମ୍ପାଦନା

ଭାରତେ ହିନ୍ଦୀଭାଷୀ ଅଞ୍ଚଳ

ଦ୍ରଷ୍ଟବ୍ୟ ସମ୍ପାଦନା

  1. Dhanesh Jain; George Cardona (2003). The Indo-Aryan languages. Routledge. p. 251. ISBN 9780700711307.
  2. Central Hindi Directorate regulates the use of Devanagari script and Hindi spelling in India. Source: Central Hindi Directorate: Introduction Archived 2010-04-15 at the Wayback Machine.
  3. The Union: Official Languages[permanent dead link]
  4. "PDF from india.gov.in containing Articles 343 which states so" (PDF). Archived from the original (PDF) on 2009-02-05. Retrieved 2011-04-27.

ବାହାର ଲିଙ୍କ ସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାଓଡ଼ିଆ ଭାଷାବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.js୨୯୪ଲକ୍ଷ୍ମୀକାନ୍ତ ମହାପାତ୍ରଉଇକିପିଡ଼ିଆଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଫକୀର ମୋହନ ସେନାପତିଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥସହଯୋଗ:ବିଷୟବସ୍ତୁରାଧାନାଥ ରାୟଗୋପୀନାଥ ମହାନ୍ତିମନୋଜ ଦାସପ୍ରଦୀପ କୁମାର ପାଣିଗ୍ରାହୀମହାତ୍ମା ଗାନ୍ଧୀବିଶେଷ:ନଗଦବଦଳଗଙ୍ଗାଧର ମେହେରମଧୁସୂଦନ ଦାସଉଇକିପିଡ଼ିଆ:ଆମେ ଦାୟୀ ନୋହୁଁପ୍ରତିଭା ରାୟଜଗନ୍ନାଥ ମନ୍ଦିରକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ରାଓଉଇକିପିଡ଼ିଆ:ଆମ ସହ ଯୋଗାଯୋଗସୁରେନ୍ଦ୍ର ମହାନ୍ତିଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଗୋପବନ୍ଧୁ ଦାସଓଡ଼ିଶା ବିଧାନ ସଭାଉପେନ୍ଦ୍ର ଭଞ୍ଜକୁନ୍ତଳା କୁମାରୀ ସାବତଉଇକିପିଡ଼ିଆ:ଆଲୋଚନା ସଭାସୁବର୍ଣ୍ଣପୁର ଜିଲ୍ଲାକାଳୀଚରଣ ପଟ୍ଟନାୟକଜଗନ୍ନାଥ ଦାସକାହ୍ନୁଚରଣ ମହାନ୍ତି