ରାଣୀପୁଲ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Ranipool
रानीपुल
Town
Nickname: 
QueenBridge
Country India
StateSikkim
DistrictEast Sikkim
Languages
Time zoneUTC+5:30 (IST)
PIN
737135[୧]
ଯାନବାହାନ ପଞ୍ଚୀକରଣSK

ରାଣୀପୁଲ, ଭାରତୀୟ ରାଜ୍ୟ ସିକ୍କିମର ଏକ ସହରତଳିରେ ଥିବା ସହର । ଏହା ଗାଙ୍ଗଟକଠାରୁ 12 କିଲୋମିଟର ଦୁରବର୍ତୀ । ଏଠାରୁ ଇଙ୍ଗତାମ , ଗାଙ୍ଗଟକ ଓ ପାକ୍ଯୁଆଙ୍ଗକୁ ରାସ୍ତା ରହିଛି ଓ ଏହା ଗାଙ୍ଗଟକ ମୁନ୍ସିପଲିଟି ଅଧୀନର ଏକ ଅଞ୍ଚଳ । 

ଏହାର ଭୌଗୋଳିକ ଅବସ୍ଥିତି   27.2922°N 88.5922°E। 

ରାଣୀପୁଲରେ ବିହାର ଅଞ୍ଚଳରୁ ଆସି ରହିଥିବା ଅଧିବାସୀଙ୍କ ସଂଖ୍ୟା ଅଧିକ । ଏଠାରେ ବ୍ୟବସାୟିକ କାରବାର  ମାରବାଡି ସଂପ୍ରଦାଯର ଲୋକ ଅଧିକ ସଂଖ୍ୟାରେ କରିଥାନ୍ତି । 

ଆଧାର  ସମ୍ପାଦନା

  1. "Pin Code RANIPOOL, EAST SIKKIM, SIKKIM". pincode.org.in. Retrieved 2015-02-18.
🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାମିଡ଼ିଆଉଇକି:Interwiki-links.jsଲୋକ ସଭାସଚ୍ଚିଦାନନ୍ଦ ରାଉତରାୟଗୋପବନ୍ଧୁ ଦାସମନମୋହନ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଫକୀର ମୋହନ ସେନାପତିଲକ୍ଷ୍ମୀକାନ୍ତ ମହାପାତ୍ରଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଜଗନ୍ନାଥ ମନ୍ଦିରବିଶେଷ:ନଗଦବଦଳଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଭି. କାର୍ତ୍ତିକେୟ ପାଣ୍ଡିଆନବନ୍ଦେ ଉତ୍କଳ ଜନନୀଜଗନ୍ନାଥ ଦାସରାଧାନାଥ ରାୟମଧୁସୂଦନ ରାଓମାଗୁଣି ଚରଣ କୁଅଁରଗଙ୍ଗାଧର ମେହେରଓଡ଼ିଶାଲିଙ୍ଗରାଜ ମନ୍ଦିରଅଂଶୁଘାତସାରଳା ଦାସଓଡ଼ିଶା ବିଧାନ ସଭାମଧୁସୂଦନ ଦାସସହଯୋଗ:ବିଷୟବସ୍ତୁମହାତ୍ମା ଗାନ୍ଧୀଉଇକିପିଡ଼ିଆ:ଆମ ସହ ଯୋଗାଯୋଗଉଇକିପିଡ଼ିଆକୁନ୍ତଳା କୁମାରୀ ସାବତଜଗନ୍ନାଥଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରଜମନୋଜ ଦାସବୀଣାପାଣି ମହାନ୍ତି