ଲୋକ ସଭା

ସମ୍ବିଧାନ ଅନୁସାରେ ଲୋକ ସଭା, ଭାରତର ଦ୍ୱିଗୃହ ଭାରତୀୟ ସଂସଦର ନିମ୍ନ ସଦନ । ଲୋକସଭାର ସଦସ୍ୟମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିବା ପାଇଁ ଏକ ସାର୍ବଭୌମିକ ବୟସ୍କ ମତାଧିକାର ଏବଂ ସିଧାସଳଖ ମତଦାନ ବ୍ୟବସ୍ଥା ଦ୍ୱାରା ନିର୍ବାଚିତ ହୁଅନ୍ତି ଏବଂ ସେମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକସଭା ଭଙ୍ଗ ନହେବା ପର୍ଯ୍ୟନ୍ତ ସେମାନଙ୍କ ପଦବୀରେ ରହିଥାନ୍ତି । ନୂଆଦିଲ୍ଲୀସ୍ଥିତ ସଂସଦ ଭବନର ଲୋକସଭା କକ୍ଷରେ ଏହାର ଅଧିବେଶନ ଅନୁଷ୍ଠିତ ହୋଇଥାଏ। ଏଠାରେ ଭାରତର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୫୪୩ ଜଣ ସାଂସଦ ପ୍ରତିନିଧିତ୍ୱ କରନ୍ତି।

ଲୋକସଭା
House of the People
୧୮ଶ ଲୋକସଭା
Emblem of India
ପ୍ରକାର
ପ୍ରକାରନିମ୍ନ ସଦନ of the ସଂସଦ
ନେତୃତ୍ୱ
ବାଚସ୍ପତିଖାଲି ଅଛି, ବି.ଜେ.ପି
୨୦୨୪ରୁ
ଉପ ବାଚସ୍ପତିଖାଲି ଅଛି
ଶାସକ ଦଳ ନେତାନରେନ୍ଦ୍ର ମୋଦୀ, ବି.ଜେ.ପି
୨୦୨୪ରୁ
ବିରୋଧୀ ଦଳ ନେତାରାହୁଲ ଗାନ୍ଧୀ, କଂଗ୍ରେସ
୨୦୨୪ରୁ
ଶାସକ ଦଳ ଉପନେତାନୀତିନ ଗଡ଼କରୀ, ବି.ଜେ.ପି
୨୦୨୪ରୁ
ବିରୋଧୀ ଦଳ ଉପନେତାଅଖିଳେଶ ଯାଦବ, ସମାଜବାଦୀ ପାର୍ଟି
୨୦୨୪ରୁ
ଗଠନ
ଆସନ ସଂଖ୍ୟା୫୪୩ [୧]
ରାଜନୈତିକ ଦଳ     ସରକାର (୨୯୩)
  •   ଜାତୀୟ ଗଣତାନ୍ତ୍ରିକ ମହାମେଣ୍ଟ

     ବିପକ୍ଷ (୨୩୭)

  •   ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମାବେଶୀ ମହାମେଣ୍ଟ

     ଅନ୍ୟାନ୍ୟ (୧୩)

  •   ଅନ୍ୟ ଦଳ ଏବଂ ସ୍ଵାଧୀନ ସଦସ୍ୟ
ନିର୍ବାଚନ
ସିଧାସଳଖ ମତଦାନ
ଶେଷ ନିର୍ବାଚନ୨୦୨୪
ସାକ୍ଷାତକକ୍ଷ
View of Sansad Bhavan, seat of the Parliament of India
ନୂତନ ଲୋକସଭା ଭବନ
Website
loksabha.gov.in

ଇତିହାସ

ସମ୍ପାଦନା

ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ପ୍ରଥମ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ୨୪୫ଟି ଆସନ ପାଇଥିଲା , ଏହା ସହିତ ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହିସାବରେ ସିଟ ସଂଖ୍ୟା

ସମ୍ପାଦନା
SubdivisionTypeNo. of constituencies[୨]
ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜକେନ୍ଦ୍ର ଶାସିତ ଅଞ୍ଚଳ
ଆନ୍ଧ୍ର ପ୍ରଦେଶ ରାଜ୍ୟ୨୫
ଅରୁଣାଚଳ ପ୍ରଦେଶରାଜ୍ୟ
ଆସାମରାଜ୍ୟ୧୪
ବିହାରରାଜ୍ୟ୪୦
ଚଣ୍ଡୀଗଡ଼କେନ୍ଦ୍ର ଶାସିତ ଅଞ୍ଚଳ
ଛତିଶଗଡ଼ରାଜ୍ୟ୧୧
ଦାଦ୍ରା ଓ ନଗର ହବେଳୀକେନ୍ଦ୍ର ଶାସିତ ଅଞ୍ଚଳ
ଡାମନ ଓ ଡିଉକେନ୍ଦ୍ର ଶାସିତ ଅଞ୍ଚଳ
ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳ
ଗୋଆରାଜ୍ୟ
ଗୁଜରାଟରାଜ୍ୟ୨୬
ହରିଆଣା ରାଜ୍ୟ୧୦
ହିମାଚଳ ପ୍ରଦେଶରାଜ୍ୟ
ଜମ୍ମୁ ଓ କଶ୍ମୀରରାଜ୍ୟ
ଝାଡ଼ଖଣ୍ଡରାଜ୍ୟ୧୪
କର୍ଣ୍ଣାଟକରାଜ୍ୟ୨୮
କେରଳରାଜ୍ୟ୨୦
ଲାକ୍ଷାଦ୍ୱୀପ କେନ୍ଦ୍ର ଶାସିତ ଅଞ୍ଚଳ
ମଧ୍ୟ ପ୍ରଦେଶରାଜ୍ୟ୨୯
ମହାରାଷ୍ଟ୍ରରାଜ୍ୟ୪୮
ମଣିପୁର ରାଜ୍ୟ
ମେଘାଳୟରାଜ୍ୟ
ମିଜୋରାମରାଜ୍ୟ
ନାଗାଲାଣ୍ଡରାଜ୍ୟ
ଓଡ଼ିଶାରାଜ୍ୟ୨୧
ପୁଡୁଚେରୀକେନ୍ଦ୍ର ଶାସିତ ଅଞ୍ଚଳ
ପଞ୍ଜାବରାଜ୍ୟ୧୩
ରାଜସ୍ଥାନରାଜ୍ୟ୨୫
ସିକିମରାଜ୍ୟ
ତାମିଲନାଡୁରାଜ୍ୟ୩୯
ତେଲେଙ୍ଗାନାରାଜ୍ୟ୧୭
ତ୍ରିପୁରାରାଜ୍ୟ
ଉତ୍ତରାଖଣ୍ଡରାଜ୍ୟ
ଉତ୍ତର ପ୍ରଦେଶରାଜ୍ୟ୮୦
ପଶ୍ଚିମ ବଙ୍ଗରାଜ୍ୟ୪୨

ଲୋକ ସଭା ଓ ଜାତୀୟ ନିର୍ବାଚନ

ସମ୍ପାଦନା
ଲୋକ ସଭାନିର୍ବାଚନ ବର୍ଷ
୧ମ ଲୋକ ସଭାଜାତୀୟ ନିର୍ବାଚନ ୧୯୫୨
୨ୟ ଲୋକ ସଭାଜାତୀୟ ନିର୍ବାଚନ ୧୯୫୭
୩ୟ ଲୋକ ସଭାଜାତୀୟ ନିର୍ବାଚନ ୧୯୬୨
୪ ଲୋକ ସଭାଜାତୀୟ ନିର୍ବାଚନ ୧୯୬୭
୫ମ ଲୋକ ସଭାଜାତୀୟ ନିର୍ବାଚନ ୧୯୭୧
୬ଷ୍ଠ ଲୋକ ସଭାଜାତୀୟ ନିର୍ବାଚନ ୧୯୭୭
୭ମ ଲୋକ ସଭାଜାତୀୟ ନିର୍ବାଚନ ୧୯୮୦
୮ମ ଲୋକ ସଭାଜାତୀୟ ନିର୍ବାଚନ ୧୯୮୪
୯ମ ଲୋକ ସଭାଜାତୀୟ ନିର୍ବାଚନ ୧୯୮୯
୧୦ମ ଲୋକ ସଭାଜାତୀୟ ନିର୍ବାଚନ ୧୯୯୧
୧୧ଶ ଲୋକ ସଭାଜାତୀୟ ନିର୍ବାଚନ ୧୯୯୬
୧୨ଶ ଲୋକ ସଭାଜାତୀୟ ନିର୍ବାଚନ ୧୯୯୮
୧୩ଶ ଲୋକ ସଭାଜାତୀୟ ନିର୍ବାଚନ ୧୯୯୯
୧୪ଶ ଲୋକ ସଭାଜାତୀୟ ନିର୍ବାଚନ ୨୦୦୪
୧୫ଶ ଲୋକ ସଭାଜାତୀୟ ନିର୍ବାଚନ ୨୦୦୯
୧୬ଶ ଲୋକ ସଭାଜାତୀୟ ନିର୍ବାଚନ ୨୦୧୪
  1. "Lok Sabha". parliamentofindia.nic.in. Retrieved 19 August 2011.
  2. "Lok Sabha Introduction". National Informatics Centre, Government of India. Retrieved 22 September 2008.

ବାହାର ତଥ୍ୟ

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାମନମୋହନ ସାମଲରଜବିଶେଷ:ଖୋଜନ୍ତୁମୋହନ ଚରଣ ମାଝୀଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଆ ଭାଷାସାରଳା ଦାସମିଡ଼ିଆଉଇକି:Interwiki-links.jsଗଙ୍ଗାଧର ମେହେରଫକୀର ମୋହନ ସେନାପତିରାଧାନାଥ ରାୟକୋଣାର୍କ ସୂର୍ଯ୍ୟ ମନ୍ଦିରମଧୁସୂଦନ ଦାସଦ୍ୱିତୀୟ ବିଶ୍ୱଯୁଦ୍ଧଗୋପବନ୍ଧୁ ଦାସଓଡ଼ିଶାଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସପିତୃ ଦିବସବନ୍ଦେ ଉତ୍କଳ ଜନନୀଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉଇକିପିଡ଼ିଆ:ଆମ ସହ ଯୋଗାଯୋଗମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳମହାତ୍ମା ଗାନ୍ଧୀମନୋଜ ଦାସଇରା ମହାନ୍ତିଉପେନ୍ଦ୍ର ଭଞ୍ଜଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକମଧୁସୂଦନ ରାଓରଥଯାତ୍ରାନମିତା ଅଗ୍ରୱାଲକଣ୍ଠଅଳତିଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଗୋଦାବରୀଶ ମିଶ୍ରଓଡ଼ିଶାର ସଂସ୍କୃତିଗୋପୀନାଥ ମହାନ୍ତିସୁରେନ୍ଦ୍ର ମହାନ୍ତିଭାରତ