ବଲାଙ୍ଗୀର ଜିଲ୍ଲା

ଓଡିଶାର ଜିଲ୍ଲା, ଭାରତ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗିର
ଭାଷାଓଡ଼ିଆ,କୋଶଳି,ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ଲୋଇସିଙ୍ଘା(୦୬୬)
    ୨. ପାଟଣାଗଡ଼(୦୬୭)
    ୩. ବଲାଙ୍ଗିର(୦୬୮)
    ୪. ଟିଟିଲାଗଡ଼(୦୬୯)
    ୫. କଣ୍ଟାବାଞ୍ଜି (୭୦)
Area
 • ଜିଲ୍ଲା6575 km2 (2,539 sq mi)
Population
 (୨୦୧୧)
 • ଜିଲ୍ଲା୧୬୪୮୫୭୪
 • Rankଓଡ଼ିଶାରେ ଦଶମ (୧୦/୩୦)
 • Density251/km2 (650/sq mi)
 • Urban
୧୯୭୧୬୧
 • Rural
୧୪୫୧୪୧୩
 • ୬ ବର୍ଷରୁ କମ ଶିଶୁ
୨୦୬୯୬୪
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬୬୫୨
ଯାନବାହାନ ପଞ୍ଚୀକରଣOD-03
ଜିଲ୍ଲାପାଳଡା. ଏମ. ମୁଥୁକୁମାର
WebsiteOfficial website

ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହର ଆଉ ଥାନା ଗୁଡ଼ିକ ହେଲା ବଲାଙ୍ଗୀର,, ପାଟଣାଗଡ଼, ଟିଟିଲାଗଡ,କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ଆଗଲପୁର, ଦେଓଗାଁ, ମୁରିବାହାଲ , ଗୁଡଭେଳା, ଖୋପ୍ରାଖୋଲ, ବଙ୍ଗୋମୁଣ୍ଡା, ତୁରେକେଲା,ତୁଷୁରା,ସିନ୍ଧେକେଲା, ଲାଠୋର, ଲରମ୍ଭା,

ମୁଖ୍ୟ ନଦୀ ଓ ଶାଖାନଦୀ ସମ୍ପାଦନା

  • ମହାନଦୀ
  • ତେଲ
  • ଉନଦର, ଲାନ୍ଥ୍, ସୁନଗଡ଼ ଓ ସୁଖତେଲ (ତେଲ ନଦୀର ଶାଖାନଦୀ)
  • ଅଙ୍ଗ
  • ଜିରା
  • ସେଲଷିଙ୍ଗ

ଭୂଗୋଳ ସମ୍ପାଦନା

ଜନସଂଖ୍ୟା ସମ୍ପାଦନା

୨୦୧୧ ଜନଗଣନା[୧] ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି [୨]

  • ପୁରୁଷ: ୮,୩୧,୩୪୯
  • ମହିଳା: ୮,୧୭,୨୨୫
    • ଛ ବର୍ଷରୁ କମ: ୨,୦୬,୯୬୪
  • ସାକ୍ଷରତା ହାର ୬୫.୫୦%
    • ପୁରୁଷ: ୭୭.୦୮%
    • ମହିଳା: ୫୩.୭୭%

ପ୍ରଶାସନିକ ବିଭାଗ ସମ୍ପାଦନା

  • ଉପଖଣ୍ଡ: (୩): ବଲାଙ୍ଗୀର, ଟିଟିଲାଗଡ଼ପାଟଣାଗଡ଼
  • ପୌରାଞ୍ଚଳ: (୪)
    • ପୌର ପରିଷଦ: (୧): ବଲାଙ୍ଗୀର କଣ୍ଟାବାଞ୍ଜି ଟିଟିଲାଗଡ଼
    • ବିଜ୍ଞାପିତ ଅଞ୍ଚଳ ପରିଷଦ (୩): ପାଟଣାଗଡ଼ ଓ କଣ୍ଟାବାଞ୍ଝି ଓ ତୁଷୁରା ବେଳପଡ଼ା ସଇଁତଳା ଟିଟିଲାଗଡ[୩]
  • ପଞ୍ଚାୟତ ସମିତି (ବ୍ଲକ): (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁରେଇକେଲା,
  • ତହସିଲ (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁସରା

ରାଜନୀତି ସମ୍ପାଦନା

ଲୋକ ସଭା ସମ୍ପାଦନା

ଏହି ଜିଲ୍ଲାରୁ କଳିକେଶ ନାରାୟଣ ସିଂହ ଦେଓ ଲୋକ ସଭାକୁ ନିର୍ବାଚିତ ହୋଇଅଛନ୍ତି ।

ବିଧାନ ସଭା ସମ୍ପାଦନା

ଏହି ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲା:

#ନିର୍ବାଚନ ମଣ୍ଡଳୀଆରକ୍ଷଣପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )୧୪ଶ ବିଧାନ ସଭା ସଦସ୍ୟରାଜନୈତିକ ଦଳ
୬୬ଲୋଇସିଂହାଅନୁସୂଚିତ ଜାତିଲୋଇସିଂହା, ଆଗଲପୁର, ପୁଇଁତଳାମୁକେଶ୍ ମହାଳିଂବିଜଦ
୬୭ପାଟଣାଗଡ଼ଅଣ ସଂରକ୍ଷିତପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ାକନକ ବର୍ଦ୍ଧନ ସିଂଦେଓଭାଜପା
୬୮ବଲାଙ୍ଗୀରଅଣ ସଂରକ୍ଷିତବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁଅନଙ୍ଗ ଉଦୟ ସିଂହ ଦେଓବିଜଦ
୬୯ଟିଟିଲାଗଡ଼ଅଣ ସଂରକ୍ଷିତଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା)ଟୁକୁନୀ ସାହୁବିଜେଡ଼ି
୭୦କଣ୍ଟାବାଞ୍ଝିଅଣ ସଂରକ୍ଷିତକଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲସନ୍ତୋଷ ସିଂହ ସାଲୁଜାକଂଗ୍ରେସ

ଆଧାର ସମ୍ପାଦନା

  1. Census 2011: Odisha: Provisional Population Totals
  2. Census 2011: Odisha: Rural Urban Distribution
  3. "Municipalities/NAC". Balangir District | India (in Indian English). Retrieved 2023-11-03.

ଅଧିକ ତଥ୍ୟ ସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାସହଯୋଗ:ବିଷୟବସ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଭି. କାର୍ତ୍ତିକେୟ ପାଣ୍ଡିଆନଫକୀର ମୋହନ ସେନାପତିଅଂଶୁଘାତବିଶେଷ:ନଗଦବଦଳଦ୍ୱିତୀୟ ବିଶ୍ୱଯୁଦ୍ଧମିଡ଼ିଆଉଇକି:Interwiki-links.jsଗୋପବନ୍ଧୁ ଦାସଗଙ୍ଗାଧର ମେହେରସାରଳା ଦାସମହାତ୍ମା ଗାନ୍ଧୀମନମୋହନ ସାମଲକାଳିନ୍ଦୀ ଚରଣ ପାଣିଗ୍ରାହୀରାଧାନାଥ ରାୟଭାରତଜଗନ୍ନାଥ ଦାସମଧୁସୂଦନ ଦାସଭୀମ ଭୋଇକୋଣାର୍କ ସୂର୍ଯ୍ୟ ମନ୍ଦିରଉଇକିପିଡ଼ିଆବନ୍ଦେ ଉତ୍କଳ ଜନନୀଜଗନ୍ନାଥକାଳୀଚରଣ ପଟ୍ଟନାୟକଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଲିଙ୍ଗରାଜ ମନ୍ଦିରଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଜଗନ୍ନାଥ ମନ୍ଦିରଓଡ଼ିଆ ସାହିତ୍ୟଗୋପୀନାଥ ମହାନ୍ତିଲୋକ ସଭାସ୍ୱାମୀ ବିବେକାନନ୍ଦଉପେନ୍ଦ୍ର ଭଞ୍ଜମଧୁସୂଦନ ରାଓରଜସୁରେନ୍ଦ୍ର ମହାନ୍ତି