ଟିକାଗ୍ରେଲୋର
ଏହା ତୀବ୍ର କରୋନାରୀ ସିଣ୍ଡ୍ରୋମ ପିଡ଼ିତ ରୋଗୀର ଷ୍ଟ୍ରୋକ୍ ଏବଂ ହୃଦ୍ଘାତକୁ ରୋକିବା ପାଇଁ ଦିଆଯାଉଥିବା ଏକ ଔଷ
ଟିକାଗ୍ରେଲୋର, ଏକ ବେପାର ନାମ ବ୍ରିଲିଣ୍ଟା ବ୍ରାଣ୍ଡ, ତୀବ୍ର କରୋନାରୀ ସିଣ୍ଡ୍ରୋମ ପିଡ଼ିତ ରୋଗୀର ଷ୍ଟ୍ରୋକ୍ ଏବଂ ହୃଦ୍ଘାତକୁ ରୋକିବା ପାଇଁ ଦିଆଯାଉଥିବା ଏକ ଔଷଧ ।[୧][୨] ଏହା ସାଧାରଣତଃ ଆସ୍ପିରିନ୍ ସହିତ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | Brilinta, Brilique, others |
Synonyms | AZD-6140 |
AHFS/Drugs.com | monograph |
MedlinePlus | a611050 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 36% |
Protein binding | >99.7% |
Metabolism | Liver (CYP3A4) |
Elimination half-life | 7 hrs (ticagrelor), 8.5 hrs (active metabolite AR-C124910XX) |
Excretion | Bile duct |
Identifiers | |
| |
ECHA InfoCard | 100.114.746 |
Chemical and physical data | |
Formula | C23H28F2N6O4S |
Molar mass | ୫୨୨.୫୭ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ଅଣନିଶ୍ୱାସ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ତରଳ ଝାଡ଼ା ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୨] ଏହା ଏକ ପ୍ଲାଟେଲେଟ୍ ଆଗ୍ରିଗେସନ୍ ଇନହିବିଟର, ବିଶେଷ ଭାବରେ ଏକ ଆଡେନୋସିନ୍ ଡାଇଫସଫେଟ୍ ରିସେପ୍ଟର ଇନହିବିଟର, ଯାହା ADP ସହିତ ପ୍ଲାଲେଟ୍ ସଂଲଗ୍ନ ହେବାକୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[୧] [୩]
ୟୁରୋପରେ ୨୦୧୦ ମସିହାରେ[୧] ଏବଂ ୨୦୧୧ରେ ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ଟିକାଗ୍ରେଲୋର ଅନୁମୋଦନ କରାଯାଇଥିଲା ।[୨] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ୪ ସପ୍ତାହର ଔଷଧ ଖର୍ଚ୍ଚ ମୂଲ୍ୟ £୫୫ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୮୦ ଡଲାର ଥିଲା ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Brilique". Archived from the original on 2 May 2021. Retrieved 3 October 2021.
- ↑ ୨.୦ ୨.୧ ୨.୨ "Ticagrelor Monograph for Professionals". Drugs.com (in ଇଂରାଜୀ). Archived from the original on 17 September 2020. Retrieved 3 October 2021.
- ↑ ୩.୦ ୩.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 229. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Brilinta Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 3 October 2021.
🔥 Top keywords: ପ୍ରଧାନ ପୃଷ୍ଠାରଜବିଶେଷ:ଖୋଜନ୍ତୁମୋହନ ଚରଣ ମାଝୀଫକୀର ମୋହନ ସେନାପତିଓଡ଼ିଆ ଭାଷାରାଧାନାଥ ରାୟମିଡ଼ିଆଉଇକି:Interwiki-links.jsଲକ୍ଷ୍ମୀକାନ୍ତ ମହାପାତ୍ରମନମୋହନ ସାମଲଗଙ୍ଗାଧର ମେହେରଦ୍ୱିତୀୟ ବିଶ୍ୱଯୁଦ୍ଧମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳସାରଳା ଦାସନିତ୍ୟାନନ୍ଦ ଗଣ୍ଡଜୟନାରାୟଣ ମିଶ୍ରଫାଇଲ:Ganesh Ram Singh Khuntia.jpgମହାତ୍ମା ଗାନ୍ଧୀବିଶେଷ:ନଗଦବଦଳଜଗନ୍ନାଥ ମନ୍ଦିରଧ୍ୟାନଚାନ୍ଦମଧୁସୂଦନ ଦାସଗୋପବନ୍ଧୁ ଦାସଜଗନ୍ନାଥକୋଣାର୍କ ସୂର୍ଯ୍ୟ ମନ୍ଦିରଉପେନ୍ଦ୍ର ଭଞ୍ଜଅନନ୍ତ ପଟ୍ଟନାୟକଗୋଦାବରୀଶ ମିଶ୍ରପଣା ସଂକ୍ରାନ୍ତିବନ୍ଦେ ଉତ୍କଳ ଜନନୀସତ୍ୟେନ୍ଦ୍ର ନାଥ ବୋଷଜଗନ୍ନାଥ ଦାସଓଡ଼ିଶାଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବକ୍ସି ଜଗବନ୍ଧୁଉଇକିପିଡ଼ିଆନବୀନ ପଟ୍ଟନାୟକମଧୁସୂଦନ ରାଓ