ଉଇକିପିଡ଼ିଆ:ଉଇକିପିଡ଼ିଆ ଏସିଆ ମାସ ୨୦୧୭

ହୋମ୍ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯ ୨୦୧୮ ୨୦୧୭ ୨୦୧୬ ୨୦୧୫



ଉଇକିପିଡ଼ିଆ ଏସିଆ ମାସ ୨୦୧୭

ଉଇକିପିଡ଼ିଆ ଏସିଆ ମାସ ଏକ ଅନଲାଇନ ଗଣସମ୍ପାଦନା ଯାହା ଏସିଆରେ ଥିବା ଉଇକିପିଡ଼ିଆ ସମୁଦାୟ ମାନଙ୍କ ଭିତରେ ଉନ୍ନତ ସମ୍ପର୍କ ଗଢିବାରେ ଏକ ପ୍ରୟାସ। ଓଡ଼ିଆ ଉଇକିପିଡ଼ିଆରେ ନଭେମ୍ବର ୨୦୧୭ ରେ ଆରମ୍ଭ ହେବାକୁ ଥିବା ଏହି ଗଣସମ୍ପାଦନାଟି ଓଡ଼ିଆ ଭାଷାରେ ଏସିଆରେ ଥିବା ଦେଶ ମାନଙ୍କ ବିଷୟରେ ନୂଆ ଲେଖା ତିଆରି କରିବା କିମ୍ବା ବଢେଇବାର ଯୋଜନା । ଗତ ଦୁଇ ବର୍ଷରେ, ୫୦ଟି ଭାଷାରେ ଥିବା ଉଇକିପିଡ଼ିଆରେ ପ୍ରାୟତଃ ଉର୍ଦ୍ଧ ଲେଖା ଆସିଥିଲା।

ଏସିଆ ଭାଷାରେ ଥିବା ଉଇକିପିଡ଼ିଆ ସମୁଦାୟ ମାନଙ୍କ ଭିତରେ ବନ୍ଧୁତ୍ୱର ସଙ୍କେତ ଭାବେ, ଯେ କୌଣସି ଯୋଗଦାନ‌କର୍ତ୍ତା ଚାରି (୪) ଟି ଲେଖା ଲେଖିବେ ତାଙ୍କୁ ଭାଗ ନେଉଥିବା ଦେଶ ମାନଙ୍କଠୁ ପୋଷ୍ଟକାର୍ଡ ମିଳିବ।

ସବୁଠୁ ଅଧିକ ଲେଖା ଲେଖିଥିବା ଉଇକିଆଳିଙ୍କୁ "ଉଇକିପିଡ଼ିଆ ଏସିଆ ଆମ୍ବାସେଡ଼ର" ଭାବେ ଘୋଷଣା କରାଯିବା ।

ନିୟମ

  • ଲେଖାଟି ଏସିଆ ସମ୍ବନ୍ଧୀୟ ହେଇଥିବ (ଲୋକ, ଜାଗା, ସଂସ୍କୃତି ଇତ୍ୟାଦି)।
  • ଲେଖାଟି ଆପଣଙ୍କ ଦ୍ୱାରା ନୂଆ କରି ତିଆରି ହେଇଥିବ, ନଭେମ୍ବର ୧, ୨୦୧୭ ରୁ ନଭେମ୍ବର ୩୦, ୨୦୧୭ରେ ତିଆରି ହେଇଥିବ।
  • ଲେଖାଟି ୩୦୦୦ ବାଇଟର ହେଇଥିବ ଓ ସର୍ବନିମ୍ନ ଭାବେ ୩୦୦ଟି ଶବ୍ଦର ହେଇଥିବ।
  • ଲେଖାଟିରେ ଠିକ ଆଧାର ଥିବ।
  • ତାଲିକା ଲେଖା ହେଇନଥିବ।
  • ଲେଖାଟି ତଥ୍ୟପୂର୍ଣ୍ଣ ହେଇଥିବ।
  • ୪ଟି ଲେଖା ଲେଖି ସାରିଲା ପରେ ଗୋଟେ ଏସିୟ ସମୁଦାୟ ଆପଣଙ୍କୁ ପୋଷ୍ଟକାର୍ଡ ପଠେଇବ।
  • ଉଇକିପିଡ଼ିଆ ଏସିଆ ଆମ୍ବାସେଡ଼ରଙ୍କୁ ପୋଷ୍ଟକାର୍ଡ ସ‌ହ ଏକ ମାନପତ୍ର ମିଳିବ।
  • ଅଧିକ ଜାଣିବା ପାଇଁ Q&A

ପ୍ରସଙ୍ଗ ଅଧୀନ କରିବା

ଉଇକିପିଡ଼ିଆ ପାଇଁ ଓଡ଼ିଆ ଉଇକିପିଡ଼ିଆର ଯୋଗଦାନ । ତଳେ ଦିଆଯାଇଥିବା ଫାଉଣ୍ଟେନ ଟୁଲ ମାଧ୍ୟମରେ ନିଜ ଯୋଗଦାନ ସବମିଟ କରନ୍ତୁ ।

ସଙ୍ଗଠନ କର୍ତ୍ତା

Useful Link

Affiliation

🔥 Top keywords: ମୋହନ ଚରଣ ମାଝୀମନମୋହନ ସାମଲପ୍ରଧାନ ପୃଷ୍ଠାଫାଇଲ:Mohan Charan Majhi.jpgବିଶେଷ:ଖୋଜନ୍ତୁଓଡ଼ିଆ ଭାଷାବିଶେଷ:ନଗଦବଦଳଶୀତଳ ଷଷ୍ଠୀ ଯାତ୍ରାମଧୁସୂଦନ ଦାସଫକୀର ମୋହନ ସେନାପତିରଜସହଯୋଗ:ବିଷୟବସ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଦ୍ୱିତୀୟ ବିଶ୍ୱଯୁଦ୍ଧଗୋପବନ୍ଧୁ ଦାସକନକ ବର୍ଦ୍ଧନ ସିଂହ ଦେଓସାରଳା ଦାସମିଡ଼ିଆଉଇକି:Interwiki-links.jsଗଙ୍ଗାଧର ମେହେରନବୀନ ପଟ୍ଟନାୟକବନ୍ଦେ ଉତ୍କଳ ଜନନୀଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଜଗନ୍ନାଥଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଜଗନ୍ନାଥ ମନ୍ଦିରଓଡ଼ିଶାସୁରେଶ ପୂଜାରୀମହାତ୍ମା ଗାନ୍ଧୀଉପେନ୍ଦ୍ର ଭଞ୍ଜଉଇକିପିଡ଼ିଆ:ଆମ ସହ ଯୋଗାଯୋଗଉଇକିପିଡ଼ିଆଜଗନ୍ନାଥ ଦାସରାଧାନାଥ ରାୟଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶା ବିଧାନ ସଭାଭି. କାର୍ତ୍ତିକେୟ ପାଣ୍ଡିଆନକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଆ ସାହିତ୍ୟଗୋଦାବରୀଶ ମହାପାତ୍ର