ପ୍ରଧାନ ପୃଷ୍ଠା


ଓଡ଼ିଆ ଉଇକିପିଡ଼ିଆ
ଏକ ଖୋଲା ଜ୍ଞାନକୋଷ
କିପରି ଟାଇପ କରିବେ ଜାଣିବା ନିମନ୍ତେ ଏଥିରେ କ୍ଳିକ କରନ୍ତୁ

ଆଲୋଚନା ସଭାଇ-ମେଲରେ ଯୋଗାଯୋଗଲଗ ଇନ/ନୂଆ ଖାତାଟିଏ ଖୋଲିବେ

 
ନୂଆ ପ୍ରସଙ୍ଗଟିଏ ଗଢ଼ିବା ଶିଖନ୍ତୁ

ନିୟମାବଳୀକିଛି ଜାଣିବା କଥାଲେଖିବାରେ ସହଯୋଗଦରକାରୀ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ତାଲିକା

ଖୋଜିବାକୁ ଚାହୁଁଥିବା ପ୍ରସଙ୍ଗର ପ୍ରଥମ ଅକ୍ଷର ଉପରେ କିମ୍ବା ଶ୍ରେଣୀ ଉପରେ କ୍ଳିକ କରନ୍ତୁ ।

୦-୯
ଶ୍ରେଣୀକ୍ଷଜ୍ଞଶ୍ରୀଓଁ
ନୂଆ ପୃଷ୍ଠାର ନାମ ଲେଖନ୍ତୁ:

 ପୂର୍ବରୁ ଥିବା ପ୍ରସଙ୍ଗ ସବୁକୁ ଆପଣ ଅଧିକ ତଥ୍ୟ ଯୋଡ଼ି ଉନ୍ନତ କରିପାରିବେ ବା ନୂଆ ପ୍ରସଙ୍ଗ ତିଆରି କରିପାରିବେ

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । [୧] ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।

ପୁରା ପଢନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଜୁନ

ଜନ୍ମ

ମୃତ୍ୟୁ

ପର୍ବପର୍ବାଣୀ

ପଚରାଯାଇଥିବା ପ୍ରଶ୍ନର ଉତ୍ତର ଶିକ୍ଷଣ ଖୋଲା ଏଡ଼ିଟର

ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)   କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)   Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)   ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ ଓ ବିଶେଷଣ ପୋଥି)   ଉଇକିକଥା ଉଇକିକଥା (ଢଗଢମାଳି ଓ ବିଶେଷ କଥା)   ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)   ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)   ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି ଓ ମାନୁଆଲ)   ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)   ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ ଓ ଉପକରଣ)   ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)

 ଉପରକୁ ଯିବେପୁନଃ ଲୋଡ଼ଉଇକିମିଡ଼ିଆ ଭାରତ ପୋର୍ଟାଲପରିସଂଖ୍ୟାନଆଲୋଚନା ସଭାଯୋଗାଯୋଗ ଫେସବୁକ ଟୁଇଟର

ଭାଷା
🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାମିଡ଼ିଆଉଇକି:Interwiki-links.jsଲୋକ ସଭାସଚ୍ଚିଦାନନ୍ଦ ରାଉତରାୟଗୋପବନ୍ଧୁ ଦାସମନମୋହନ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଫକୀର ମୋହନ ସେନାପତିଲକ୍ଷ୍ମୀକାନ୍ତ ମହାପାତ୍ରଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଜଗନ୍ନାଥ ମନ୍ଦିରବିଶେଷ:ନଗଦବଦଳଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଭି. କାର୍ତ୍ତିକେୟ ପାଣ୍ଡିଆନବନ୍ଦେ ଉତ୍କଳ ଜନନୀଜଗନ୍ନାଥ ଦାସରାଧାନାଥ ରାୟମଧୁସୂଦନ ରାଓମାଗୁଣି ଚରଣ କୁଅଁରଗଙ୍ଗାଧର ମେହେରଓଡ଼ିଶାଲିଙ୍ଗରାଜ ମନ୍ଦିରଅଂଶୁଘାତସାରଳା ଦାସଓଡ଼ିଶା ବିଧାନ ସଭାମଧୁସୂଦନ ଦାସସହଯୋଗ:ବିଷୟବସ୍ତୁମହାତ୍ମା ଗାନ୍ଧୀଉଇକିପିଡ଼ିଆ:ଆମ ସହ ଯୋଗାଯୋଗଉଇକିପିଡ଼ିଆକୁନ୍ତଳା କୁମାରୀ ସାବତଜଗନ୍ନାଥଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରଜମନୋଜ ଦାସବୀଣାପାଣି ମହାନ୍ତି