ସମୀର ରଞ୍ଜନ ଦାଶ

ଓଡ଼ିଆ ରାଜନୀତିଜ୍ଞ

ସମୀର ରଞ୍ଜନ ଦାଶ (ଜନ୍ମ: ୨୨ ଅପ୍ରେଲ ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିମାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସମୀର ରଞ୍ଜନ ଦାଶ
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ପୂର୍ବ ଅଧିକାରୀବାଇଧର ମଲ୍ଲିକ
ନିର୍ବାଚନ ମଣ୍ଡଳୀନିମାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-04-22) ୨୨ ଅପ୍ରେଲ ୧୯୬୨ (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସଙ୍ଗିତା ଦାଶ
ବାପା/ବୋଉରତ୍ନାକର ଦାଶ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସମୀର ରଞ୍ଜନ ଦାଶ ୧୯୬୨ ମସିହାର ଅପ୍ରେଲ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରତ୍ନାକର ଦାଶ ଓ ପତ୍ନୀଙ୍କ ନାମ ସଙ୍ଗିତା ଦାଶ ।[୧]

ରାଜନୈତିକ ଜୀବନ ସମ୍ପାଦନା

ସମୀର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୨୦୦୯୨୦୧୪ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭାନିମାପଡ଼ାବିଜୁ ଜନତା ଦଳ
୨୦୧୪୨୦୧୯ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭାନିମାପଡ଼ାବିଜୁ ଜନତା ଦଳ
୨୦୧୯-ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭାନିମାପଡ଼ାବିଜୁ ଜନତା ଦଳ

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Samir Ranjan Dash". odishaassembly.nic.in. Odisha Assembly. Retrieved 24 March 2021.

ବାହାର ଆଧାର ସମ୍ପାଦନା

  • ଉଇକିମିଡ଼ିଆ କମନ୍ସରେ Samir Ranjan Dash-ସମ୍ପର୍କିତ ମିଡ଼ିଆ
🔥 Top keywords: ପ୍ରଧାନ ପୃଷ୍ଠାମନମୋହନ ସାମଲମିଡ଼ିଆଉଇକି:Interwiki-links.jsବିଶେଷ:ଖୋଜନ୍ତୁଶୀତଳ ଷଷ୍ଠୀ ଯାତ୍ରାଓଡ଼ିଆ ଭାଷାରଜଭି. କାର୍ତ୍ତିକେୟ ପାଣ୍ଡିଆନଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଗଙ୍ଗାଧର ମେହେରଗୋପବନ୍ଧୁ ଦାସମହାତ୍ମା ଗାନ୍ଧୀଜଗନ୍ନାଥବନ୍ଦେ ଉତ୍କଳ ଜନନୀମଧୁସୂଦନ ଦାସସୁରେଶ ପୂଜାରୀସହଯୋଗ:ବିଷୟବସ୍ତୁକୋଣାର୍କ ସୂର୍ଯ୍ୟ ମନ୍ଦିରସାରଳା ଦାସଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକନବୀନ ପଟ୍ଟନାୟକବିଶେଷ:ନଗଦବଦଳଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଉଇକିପିଡ଼ିଆଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଉପେନ୍ଦ୍ର ଭଞ୍ଜଗିରୀଶ ଚନ୍ଦ୍ର ମୁର୍ମୁମଧୁସୂଦନ ରାଓରାଧାନାଥ ରାୟଓଡ଼ିଶାମନୋଜ ଦାସଗୋଦାବରୀଶ ମହାପାତ୍ରଓଡ଼ିଆ ସାହିତ୍ୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର