ପ୍ରସନ୍ନ କୁମାର ପାଟ୍ଟଶାଣୀ

ଓଡ଼ିଆ ରାଜନୀତିଜ୍ଞ ଓ କବି

ପ୍ରସନ୍ନ କୁମାର ପାଟ୍ଟଶାଣୀ (ଜନ୍ମ ୨୭ ଏପ୍ରିଲ ୧୯୪୬) ଜଣେ ଓକିଲ, ଦାର୍ଶନିକ, କବି ଓ ଭାରତର ୧୫ତମ ଲୋକ ସଭାର ସାଂସଦ । ସେ ଓଡ଼ିଶାର ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରନ୍ତି ଓ ବିଜୁ ଜନତା ଦଳର ଉପସଭାପତି ଓ ଗଠନକାରୀ ସଭ୍ୟ ।

ପ୍ରସନ୍ନ କୁମାର ପାଟ୍ଟଶାଣୀ
ସଦସ୍ୟ, ଲୋକ ସଭା
କାର୍ଯ୍ୟକାଳ
୧୯୯୮-୨୦୧୯
ପୂର୍ବ ଅଧିକାରୀସୌମ୍ୟ ରଞ୍ଜନ ପଟ୍ଟନାୟକ
ପର ଅଧିକାରୀଅପରାଜିତା ଷଡ଼ଙ୍ଗୀ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-04-27) ୨୭ ଅପ୍ରେଲ ୧୯୪୬ (ବୟସ ୭୮)
ଖୋର୍ଦ୍ଧା, ଓଡ଼ିଶା
ରାଜନୀତିକ ଦଳବି.ଜେ.ଡ଼ି
ଜୀବନ ସାଥୀବିଜୟଲକ୍ଷ୍ମୀ ପାଟ୍ଟଶାଣୀ
ସନ୍ତାନ୨ ପୁଅ, ୧ ଝିଅ
ଘରଭୁବନେଶ୍ୱର
ସନ୍ତକ
ସେପ୍ଟେମ୍ବର ୨୨, ୨୦୦୬ ସୁଦ୍ଧା
ଆଧାର: [୧]

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା

🔥 Top keywords: ମୋହନ ଚରଣ ମାଝୀମନମୋହନ ସାମଲପ୍ରଧାନ ପୃଷ୍ଠାଫାଇଲ:Mohan Charan Majhi.jpgବିଶେଷ:ଖୋଜନ୍ତୁଓଡ଼ିଆ ଭାଷାବିଶେଷ:ନଗଦବଦଳଶୀତଳ ଷଷ୍ଠୀ ଯାତ୍ରାମଧୁସୂଦନ ଦାସଫକୀର ମୋହନ ସେନାପତିରଜସହଯୋଗ:ବିଷୟବସ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଦ୍ୱିତୀୟ ବିଶ୍ୱଯୁଦ୍ଧଗୋପବନ୍ଧୁ ଦାସକନକ ବର୍ଦ୍ଧନ ସିଂହ ଦେଓସାରଳା ଦାସମିଡ଼ିଆଉଇକି:Interwiki-links.jsଗଙ୍ଗାଧର ମେହେରନବୀନ ପଟ୍ଟନାୟକବନ୍ଦେ ଉତ୍କଳ ଜନନୀଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଜଗନ୍ନାଥଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଜଗନ୍ନାଥ ମନ୍ଦିରଓଡ଼ିଶାସୁରେଶ ପୂଜାରୀମହାତ୍ମା ଗାନ୍ଧୀଉପେନ୍ଦ୍ର ଭଞ୍ଜଉଇକିପିଡ଼ିଆ:ଆମ ସହ ଯୋଗାଯୋଗଉଇକିପିଡ଼ିଆଜଗନ୍ନାଥ ଦାସରାଧାନାଥ ରାୟଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶା ବିଧାନ ସଭାଭି. କାର୍ତ୍ତିକେୟ ପାଣ୍ଡିଆନକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଆ ସାହିତ୍ୟଗୋଦାବରୀଶ ମହାପାତ୍ର