ରଚନା ବାନାର୍ଜୀ

ଭାରତୀୟ ଅଭିନେତ୍ରୀ

ରଚନା ବାନାର୍ଜୀ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରୁଛନ୍ତି ।

ରଚନା ବାନାର୍ଜୀ
ଜନ୍ମ୨ ଅକ୍ଟୋବର ୧୯୭୮
ଜାତୀୟତାଭାରତୀୟ
ବୃତ୍ତିସିନେମା ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୪-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ ସିନେମା, ଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ରଚନା ବାନାର୍ଜୀ ପଶ୍ଚିମବଙ୍ଗର କଲିକତାଠାରେ ୨ ଅକ୍ଟୋବର ୧୯୭୮ମସିହାରେ ଜନ୍ମ ଗ୍ରହଣ କରିଥିଲେ ।

ସିନେମା ଜୀବନ ସମ୍ପାଦନା

୧୯୯୪ ମସିହାରେ ସେ ସାଗର ଗଙ୍ଗା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା[୧] ରଚନା, ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।

ଅଭିନୀତ କଥାଚିତ୍ର ସମ୍ପାଦନା

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନା

କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ନାରୀ ନୁହେଁ ତୁ ନାରାୟଣୀ୨୦୦୭ହିମାଂଶୁ ପରିଜା
ସିନ୍ଦୂର ନୁହେଁ ଖେଳଘର୨୦୦୨ରବି କିନ୍ନାଗୀ
ମୋ କୋଳ ତୋ ଝୁଲଣା୨୦୦୧ହିମାଂଶୁ ପରିଜା
କଳ୍କୀ ଅବତାର୧୯୯୯ହର ପଟ୍ଟନାୟକ
ସୁନା ହରିଣୀ୧୯୯୯ହିମାଂଶୁ ପରିଜା
ରାକ୍ଷୀ ଭିଜିଗଲା ଆଖି ଲୁହରେ[୨]୧୯୯୯ସଂଗ୍ରାମ ବିଶ୍ୱାଳ
ସିଂହବାହିନୀ୧୯୯୮ବସନ୍ତ ସାହୁ
ସନ୍ତାନ୧୯୯୮ମହମ୍ମଦ ମହସିନ
ଗଙ୍ଗା ଯମୁନା୧୯୯୭ହର ପଟ୍ଟନାୟକ
ଯଶୋଦା୧୯୯୬
ଲକ୍ଷେ ଶିବ ପୂଜି ପାଇଛି ପୁଅ୧୯୯୪ମହମ୍ମଦ ମହସିନ
ସାଗର ଗଙ୍ଗା୧୯୯୪

ବଙ୍ଗଳା କଥାଚିତ୍ର ସମ୍ପାଦନା

ହିନ୍ଦୀ କଥାଚିତ୍ର ସମ୍ପାଦନା

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍‌". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
  2. "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.

ବାହାର ଆଧାର ସମ୍ପାଦନା



🔥 Top keywords: ପ୍ରଧାନ ପୃଷ୍ଠାମନମୋହନ ସାମଲବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଭି. କାର୍ତ୍ତିକେୟ ପାଣ୍ଡିଆନଫକୀର ମୋହନ ସେନାପତିଗଙ୍ଗାଧର ମେହେରଲକ୍ଷ୍ମୀକାନ୍ତ ମହାପାତ୍ରମହାତ୍ମା ଗାନ୍ଧୀସାରଳା ଦାସଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥ ଦାସନବୀନ ପଟ୍ଟନାୟକଗୋପବନ୍ଧୁ ଦାସରଜଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉପେନ୍ଦ୍ର ଭଞ୍ଜମଧୁସୂଦନ ଦାସବିଶେଷ:ନଗଦବଦଳଓଡ଼ିଆ ସାହିତ୍ୟକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଶାଜଗନ୍ନାଥ ମନ୍ଦିରଜଗନ୍ନାଥଅନନ୍ତ ପଟ୍ଟନାୟକରାଧାନାଥ ରାୟଗୋଦାବରୀଶ ମିଶ୍ରମଧୁସୂଦନ ରାଓଗୋପୀନାଥ ମହାନ୍ତିବନ୍ଦେ ଉତ୍କଳ ଜନନୀଉଇକିପିଡ଼ିଆ:ଆମ ସହ ଯୋଗାଯୋଗସହଯୋଗ:ବିଷୟବସ୍ତୁଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଉଇକିପିଡ଼ିଆବିଜୁ ପଟ୍ଟନାୟକଧର୍ମେନ୍ଦ୍ର ପ୍ରଧାନଓଡ଼ିଆ କବି ମାନଙ୍କର ତାଲିକାରମାକାନ୍ତ ରଥରଥଯାତ୍ରା