ବିଭୁ କିଶୋର

ପ୍ରଛଦପଟ ଗାୟକ ଓ ସଙ୍ଗୀତକାର

ଭୁବନେଶ୍ୱରଠାରେ ଜନ୍ମିତ ବିଭୁ କିଶୋର, ଜଣେ ପ୍ରଚ୍ଛଦପଟ୍ଟ ଗାୟକ ଓ ସଙ୍ଗୀତକାର ।[୧] କୌଣସି ଧରାବନ୍ଧା ସଙ୍ଗୀତ ଶିକ୍ଷାଲାଭ କରିନଥିବା ବିଭୁ କିଶୋର, ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ ଗାୟକ । ସେ କ୍ୟାପିଟାଲ ହାଇ ସ୍କୁଲ ତଥା ବିଜେବି କଲେଜରେ ପାଠ ପଢ଼ିଥିଲେ । ୧୯୮୯ ମସିହାରେ ବିଜେବି କଲେଜରେ ପାଠ ପଢ଼ିବା ସମୟରେ, ସେ କଲେଜର ଡ୍ରାମାଟିକ ସେକ୍ରେଟାରୀ ମଧ୍ୟ ରହିଥିଲେ । ୧୯୯୧ ମସିହାରେ ପ୍ରଥମ ଥର ପାଇଁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏକ ଯାତ୍ରା ପାଇଁ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ। ପ୍ରଥମ ଆଲବମ୍ ଗୀତ ଶ୍ରୀକାନ୍ତ ଗୌତମଙ୍କ ’କଟକବାଣୀ’ରୁ ଆରମ୍ଭ ହୋଇଥିଲା। ୧୯୯୭ ମସିହାରେ ସୁନା ସଂସାର ଚଳଚ୍ଚିତ୍ରରୁ, ସେ ସିନେମାରେ କଣ୍ଠଦାନ କରିଆସୁଛନ୍ତି । ବିଭୁ କିଶୋର,ସରକାରୀ ଚାକିରି କରିଥିଲେ ମଧ୍ୟ, ସେଥିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି, ନିଜକୁ ସମ୍ପୂର୍ଣ୍ଣ ରୂପେ ସଙ୍ଗୀତ ପାଇଁ ସମର୍ପଣ କରିଛନ୍ତି ।

ବିଭୁ କିଶୋର
ଜନ୍ମ
ତାପସ କୁମାର ଦାସ

୨୫ ଜୁଲାଇ
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ (ଗଣିତ)
ଶିକ୍ଷାନୁଷ୍ଠାନବିଜେବି କଲେଜ, କ୍ୟାପିଟାଲ ହାଇ ସ୍କୁଲ(୧୯୮୪)
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର
ୱେବସାଇଟବିଭୁକିଶୋର.କମ

ସ୍ୱର୍ଗତ ଅକ୍ଷୟ ମହାନ୍ତିକିଶୋର କୁମାରଙ୍କୁ ବିଭୁ କିଶୋର ନିଜର ଆଦର୍ଶ ମାନିଛନ୍ତି ।[୨]

ସମ୍ମାନ ସମ୍ପାଦନା

  • ଚିନ୍ତା ଓ ଚେତନା ସମ୍ମାନ
  • ଶରଧାବାଲି ସମ୍ମାନ
  • ସୁରତରଙ୍ଗ ସମ୍ମାନ
  • ଚଳଚ୍ଚିତ୍ର ଜଗତ ସମ୍ମାନ
  • ଚିତ୍ରଲିପି ସମ୍ମାନ
  • ବାଣୀଚିତ୍ର ସମ୍ମାନ[୩]

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାମନମୋହନ ସାମଲବିଶେଷ:ଖୋଜନ୍ତୁIndian General Election, 2019ଓଡ଼ିଆ ଭାଷାଭି. କାର୍ତ୍ତିକେୟ ପାଣ୍ଡିଆନଲକ୍ଷ୍ମୀକାନ୍ତ ମହାପାତ୍ରଦ୍ୱିତୀୟ ବିଶ୍ୱଯୁଦ୍ଧରଜଜଗନ୍ନାଥ ଦାସମଧୁସୂଦନ ଦାସଫକୀର ମୋହନ ସେନାପତିଗଙ୍ଗାଧର ମେହେରସାରଳା ଦାସଉପେନ୍ଦ୍ର ଭଞ୍ଜଉଇକିପିଡ଼ିଆ:ଆମେ ଦାୟୀ ନୋହୁଁବିର୍ସା ମୁଣ୍ଡାଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବ୍ୟବହାରକାରୀ:Hema Mohanty/ପରଖଘରବିଶେଷ:ନଗଦବଦଳଗୋପବନ୍ଧୁ ଦାସନବୀନ ପଟ୍ଟନାୟକକୋଣାର୍କ ସୂର୍ଯ୍ୟ ମନ୍ଦିରନନ୍ଦିନୀ ଶତପଥୀରାଧାନାଥ ରାୟଶ୍ରେଣୀ:Wikipedia cleanupଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେମହାତ୍ମା ଗାନ୍ଧୀଓଡ଼ିଆ ସାହିତ୍ୟଆଲାୟା ଏଫ୍ବନ୍ଦେ ଉତ୍କଳ ଜନନୀଅଶ୍ୱିନୀ ବୈଷ୍ଣବଅନନ୍ତ ପଟ୍ଟନାୟକଫେସବୁକଜଗନ୍ନାଥ ମନ୍ଦିରମନୋଜ ଦାସମଧୁସୂଦନ ରାଓଭୀମ ଭୋଇ