ପାଳଲହଡ଼ା ଗଡ଼ଜାତ ରାଜ୍ୟ

ପାଲ ଲହଡା ( i; ହିନ୍ଦୀ : पाल लहारा), ବ୍ରିଟିଶ ଶାସିତ ଭାରତ  ର ଏକ ରାଜକୀୟ ରାଜ୍ୟ ଥିଲା । ପାଲ ଲହଡା ସହର ତାର ରାଜଧାନୀ ଭାବରେ ରହିଥିଲା । ରାଜ୍ୟର ଆୟତନ ୪୫୨ ବର୍ଗ କିଲୋମିଟର ଥିବା ବେଳେ ୧୮୯୨ ମସିହାରେ ତାର ଲୋକ ସଂଖ୍ୟା ୩୪,୧୩୦ ଥିବାର ଜଣାଯାଇଛି । ସ୍ୱାଧୀନତା ପରେ ଏହା ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ ହେଇ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଭାବରେ ୧୯୪୮ ମସିହାରୁ ରହିଆସିଛି । [୧]


ଇତିହାସ  ସମ୍ପାଦନା

ଧରାନଗରର ସନ୍ତୋଷ ପାଲ ନାମକ ସୂର୍ଯ୍ୟ ବଂଶୀ ରାଜପୁତ ଏହାର ପ୍ରଥମ ଶାସକ ଥିଲେ । ସେ ଏହି ଅଞ୍ଚଳ ଦେଇ ପୁରୀ ଯାତ୍ରା ଯେ ଯାଉଥିବା ସମୟରେ ଏଠାରେ ଦୁଇ ଦଳ ସ୍ଥାନୀୟ ଜନଜାତିଙ୍କ ମଧ୍ୟରେ ସଦଭାବନା ସ୍ଥାପନ କରେଇଥିଲେ । ସେଥି ମଧ୍ୟରୁ " ସବର " ଜାତିର ଲୋକମାନେ ତାଙ୍କୁ ଶାସକ ଭାବରେ ରହିବାକୁ ଅନୁରୋଧ କରିଥିଲେ । .[୨]

ଶାସକ ଗଣ  ସମ୍ପାଦନା

ପାଲ ଲହଡା ରାଜକୀୟ ରାଜ୍ୟର ଶାସକମାନେ   ଧର ରାଜ୍ୟର ପ୍ରାଚୀନ ପାରମାର ରାଜପୁତ  ରାଜା ଭୋଜଙ୍କ ବଂଶର ହେଇଥିବାର ଜଣାଯାଏ । [୩]

  • .... - ....ବଳଭଦ୍ର ପାଲ 
  • .... - .... କାଣ୍ଡରୁପ ପାଲ 
  • .... - .... ଜଗନ୍ନାଥ ପାଲ 
  • .... - ୧୭୭୮ ମାନଧାତା ପାଲ 
  • ୧୭୭୮-୧୭୮୩ ମୁନି ପାଲ  
  • ୧୭୮୩-୧୮୧୫ ଅର୍ଣପୂର୍ଣା
  • ୧୮୧୫-୧୮୨୫ ନନ୍ଦ ପାଲ 
  • ୧୮୨୫-୧୮୫୯ ବଦ୍ୟନାଥ ପାଲ 
  • ୧୮୫୯-୧୮୭୪ ଚକ୍ରଧର ପାଲ 

ରାଜା  ସମ୍ପାଦନା

  • ୧୮୭୪-୧୮୮୮ ଚକ୍ରଧର ପାଲ                 
  • ୧୮୮୮ -୧୯୧୨ ଦୁତୀ କୃଷ୍ଣ ପାଲ 
  •  ୧୯୧୩ - ୧୯୪୭ ଶରତ ଚନ୍ଦ୍ର ମୁନି ପାଲ   
  • ଏହା ମଧ୍ୟରେ ୧୮୮୮, ୧୯୧୧ , ଓ ୧୯୧୩ ମସିହାରେ ଏହା  ବ୍ରିଟିଶ ପ୍ରତ୍ୟକ୍ଷ ଅଧୀନରେ କିଛି କାଳ ରହିଥିଲା ।   [୪]

ପୁନଶ୍ଚ ଦେଖଣା  ସମ୍ପାଦନା

  • Eastern States Agency
  • Sora people Pattaya pradyumna Kumar pal

ଆଧାର  ସମ୍ପାଦନା

  1. India. Foreign and Political Department (1930). A collection of treaties, engagements and sanads relating to India and neighbouring countries. Government of India Central Publication Branch. p. 340.
  2. Rajput Provinces of India - Pal Lahara (Princely State)
  3. Pal Lahara Princely State
  4. Princely States of India K-Z
🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଲକ୍ଷ୍ମୀକାନ୍ତ ମହାପାତ୍ରଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାମିଡ଼ିଆଉଇକି:Interwiki-links.jsଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥଗଙ୍ଗାଧର ମେହେରମଧୁସୂଦନ ଦାସଉପେନ୍ଦ୍ର ଭଞ୍ଜସାରଳା ଦାସବିଶେଷ:ନଗଦବଦଳଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀଜଗନ୍ନାଥ ଦାସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଆ ସାହିତ୍ୟଗୋପୀନାଥ ମହାନ୍ତିଗୋପବନ୍ଧୁ ଦାସପ୍ରଧାନମନ୍ତ୍ରୀ ଜନଧନ ଯୋଜନାବନ୍ଦେ ଉତ୍କଳ ଜନନୀଶାନ୍ତନୁ କୁମାର ଆଚାର୍ଯ୍ୟମନୋଜ ଦାସରାଧାନାଥ ରାୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ଆମ ସହ ଯୋଗାଯୋଗଜଗନ୍ନାଥ ମନ୍ଦିରମଧୁସୂଦନ ରାଓଫାଇଲ:Namita Agrawal (Odia Singer).jpgସହଯୋଗ:ବିଷୟବସ୍ତୁମନମୋହନ ସାମଲଭକ୍ତ ଚରଣ ଦାସଉଇକିପିଡ଼ିଆଗୋପାଳ ଚନ୍ଦ୍ର ପ୍ରହରାଜସାଧାରଣତନ୍ତ୍ରଉଇକିପିଡ଼ିଆ:ବାବଦରେପଞ୍ଜାବର ଲୋକନୃତ୍ୟ