ତାମ୍ରଲିପ୍ତ

ତାମ୍ରଲିପ୍ତ ,ବଙ୍ଗୋପସାଗରରେ ଅବସ୍ଥିତ ଏକ ପ୍ରାଚୀନ ଦ୍ୱିପ । ଆଧୁନିକ ଭାରତରେ ଏହା ପଶ୍ଚିମ ବଙ୍ଗର ମେଦିନୀପୁର ଜିଲ୍ଲା ଅଧୀନରେ ରହିଛି । ପୁରାତନ ବିଦ୍ୱାନମାନଙ୍କ ମତରେ ଏହା ପ୍ରାଚୀନ କାଳରେ ଓଡ଼ିଶା [୧]ଅଧୀନରେ ଥିଲା । ବିଶ୍ୱାସ କରାଯାଏ ଯେ ତାମ୍ରଲିପ୍ତ ଦକ୍ଷିଣ ଭାରତ ଓ ଦକ୍ଷିଣ-ପୂର୍ବ ଭାରତରର ମୌର୍ଯ୍ୟ ସାମ୍ରାଜ୍ୟ ରାଜ୍ୟର ବାଣିଜ୍ୟ ପଥର ଶେଷ ଅଂଶ ଥିଲା । ମୋଗଲମାରୀଠାରେ ଖନନଦ୍ୱାରା ଜଣାପଡେ ଯେ ଚୀନ ପରିବ୍ରାଜକ ଫା ହିଏନ[୨] କହିଥିବା ବୌଦ୍ଧ ବିହାର ସେହି ଆଞ୍ଚଳରେ ଥିଲା । ଏହା ରୂପନାରାୟଣ ନଦୀ ତୀରରେ ଥିଲା । ମହାଭାରତରେ ଏହି ସ୍ଥାନ ଭୀମା ଅଧିଗ୍ରହଣ କରିଥିବା ଉଲ୍ଲେଖ ରହିଛି । ଏହା ସେ ସମୟର ସମସ୍ତ ମୁଖ୍ୟ ସ୍ଥାନ ସହ ସଡକଦ୍ୱାରା ସଂଯୁକ୍ତ ଥିଲା ।  [୩]

Tamralipti shown in eastern India, c. 375 CE

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର  ସମ୍ପାଦନା

  1. Ports of Ancient Odisha - Odisha Review - Odissa Government
  2. Shankar Chattopadhay, Suhrid (22 February 2013). "Unearthing a culture". Frontline. Retrieved 2 November 2013.
  3. Ports of Ancient Odisha - Odisha Review - Odissa Government
🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଲକ୍ଷ୍ମୀକାନ୍ତ ମହାପାତ୍ରଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାମିଡ଼ିଆଉଇକି:Interwiki-links.jsଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥଗଙ୍ଗାଧର ମେହେରମଧୁସୂଦନ ଦାସଉପେନ୍ଦ୍ର ଭଞ୍ଜସାରଳା ଦାସବିଶେଷ:ନଗଦବଦଳଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀଜଗନ୍ନାଥ ଦାସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଆ ସାହିତ୍ୟଗୋପୀନାଥ ମହାନ୍ତିଗୋପବନ୍ଧୁ ଦାସପ୍ରଧାନମନ୍ତ୍ରୀ ଜନଧନ ଯୋଜନାବନ୍ଦେ ଉତ୍କଳ ଜନନୀଶାନ୍ତନୁ କୁମାର ଆଚାର୍ଯ୍ୟମନୋଜ ଦାସରାଧାନାଥ ରାୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ଆମ ସହ ଯୋଗାଯୋଗଜଗନ୍ନାଥ ମନ୍ଦିରମଧୁସୂଦନ ରାଓଫାଇଲ:Namita Agrawal (Odia Singer).jpgସହଯୋଗ:ବିଷୟବସ୍ତୁମନମୋହନ ସାମଲଭକ୍ତ ଚରଣ ଦାସଉଇକିପିଡ଼ିଆଗୋପାଳ ଚନ୍ଦ୍ର ପ୍ରହରାଜସାଧାରଣତନ୍ତ୍ରଉଇକିପିଡ଼ିଆ:ବାବଦରେପଞ୍ଜାବର ଲୋକନୃତ୍ୟ