ଜଗତସିଂହପୁର

ଓଡ଼ିଶାର ଏକ ସହର, ଭାରତ


[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]

ଜଗତସିଂହପୁର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଜଗତସିଂହପୁର
Elevation
15 m (49 ft)
Population
 (୨୦୦୧)
 • Total୩୦,୬୮୮
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (ଭାରତୀୟ ମାନକ ସମୟ)


ଜଗତସିଂହପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଏକ ସହର । ଏହା ଜଗତସିଂହପୁର ଜିଲ୍ଲାର ସଦର ମହକୁମା । କଟକଠାରୁ ଏହାର ଦୂରତା ୪୧ କିଲୋମିଟର ।

ଜଗତସିଂହପୁର ୨୦°୨୭'ଉତ୍ତର, ୮୬°୧୭' ପୂର୍ବରେସ୍ଥିତ ଅଛି ।

ଇତିହାସ

ସମ୍ପାଦନା

ଏହାର ପୁରୁଣା ନାଁ ହରିହରପୁର ଥିଲା ।[୧]'ଜଗତ ସିଂହ' ଜାମ୍ମୁ ଅଞ୍ଚଳର ଜଣେ 'ପଠାଣିଆ ରାଜପୁତ' ଥିଲେ (ପଠାଣମାନଙ୍କର ଆକ୍ରମଣ ପ୍ରତିରୋଧ କରିଥିବାରୁ ସେମାନଙ୍କୁ ପଠାଣିଆ ରାଜପୁତ କୁହାଯାଉଥିଲା) ଓ ତାଙ୍କ ନାଁରେ ରାଜ୍ୟର ନାମ ଜଗତସିଂହପୁର ହୋଇଥିଲା ।[୨]

ପ୍ରମୁଖ ଶିକ୍ଷା ଅନୁଷ୍ଠାନ

ସମ୍ପାଦନା
  • ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହା ଲୋକମୁଖରେ ଏସ.ବି.ଏମ (SVM) ଭାବେ ପରିଚିତ । ଏହା ମୃତ ଅଳକା ନଦୀର ବାଲି ଉପରେ ଗଢ଼ା ହୋଇଛି ।
  • ଶ୍ରୀକୃଷ୍ଣ ଏକାଡେମୀ , ଓଡ଼ିଶାର ପ୍ରାଚୀନତମ ଶିକ୍ଷା ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଏହା ଏସ.କେ. ଏକାଡେମୀ (S.K. Academy) ଭାବେ ଜଣାଶୁଣା ।
  • ବାଲିକୁଦା ଉଚ୍ଚ ବିଦ୍ୟାଳୟ, ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରୁ ଗୋଟେ । ଏହା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦାରେ ଅବସ୍ଥିତ।

ଦର୍ଶନୀୟ ସ୍ଥାନ

ସମ୍ପାଦନା

ମା ଶାରଳା ମନ୍ଦୀରପାରାଦ୍ୱୀପ ବନ୍ଦରଗାରେଇ ଆଶମ

କିପରି ଯିବେ

ସମ୍ପାଦନା

କଟକରୁ ରେଳ ଯୋଗେ ପାରାଦୀପ ସଂଯୋଗ ହୋଇଛି । ଗୋରଖନାଥଠାରେ ମଧ୍ୟ ଏକ ଷ୍ଟେସନ ଅଛି , ସେଠାରୁ ଜଗତସିଂହପୁରର ଦୂରତା ୧୦ କି.ମି । କଟକ , ଭୂବନେଶ୍ୱର ସହ ଏହି ସହରକୁ ସବୁ ବେଳେ ବସ ଚଳାଚଳ କରିଥାଏ ।

  1. ଶତାବ୍ଦୀର ସୂର୍ଯ୍ୟ , ସୁରେନ୍ଦ୍ର ମହାନ୍ତି , ପୃଷ୍ଠା-୪୫, ପ୍ରଥମ ପ୍ରକାଶନ-୧୯୭୦
  2. ହୃଷୀକେଶ ପଣ୍ଡା (୨୦୧୦). ଗର୍ବ କରିବାର କଥା. ବିନୋଦବିହାରୀ, କଟକ: ଫ୍ରେଣ୍ଡସ ପବ୍ଲିଶର୍ସ. p. ୧୧. ISBN ୮୧-୭୪୦୧-୭୦୨-x. {{cite book}}: Check |isbn= value: invalid character (help)

ଅଧିକ ଦେଖନ୍ତୁ

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsମଧୁସୂଦନ ଦାସଫକୀର ମୋହନ ସେନାପତିଅଣସରଗୋପବନ୍ଧୁ ଦାସଗଙ୍ଗାଧର ମେହେରରାଧାନାଥ ରାୟଜଗନ୍ନାଥ ମନ୍ଦିରରଥଯାତ୍ରାଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଆ ସାହିତ୍ୟଜଗନ୍ନାଥଦ୍ୱିତୀୟ ବିଶ୍ୱଯୁଦ୍ଧରମାକାନ୍ତ ରଥଶ୍ରେଣୀ:CS1 errors: generic nameମଧୁସୂଦନ ରାଓଯଦୁନାଥ ଦାସ ମହାପାତ୍ରସାରଳା ଦାସଓଡ଼ିଆ ଭାଷାବିଶେଷ:ନଗଦବଦଳମହାତ୍ମା ଗାନ୍ଧୀଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରସଚ୍ଚିଦାନନ୍ଦ ରାଉତରାୟଉଇକିପିଡ଼ିଆଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପିଭୀମ ଭୋଇମୋହନ ଚରଣ ମାଝୀଅଲାରନାଥ ମନ୍ଦିରକିଶୋରୀ ଚରଣ ଦାସଉପେନ୍ଦ୍ର ଭଞ୍ଜଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଶାକୋଣାର୍କ ସୂର୍ଯ୍ୟ ମନ୍ଦିର