କୈଳାଶ ଲେଙ୍କା

ଓଡ଼ିଆ ସାହିତ୍ୟିକ

କୈଳାଶ ଲେଙ୍କା (ଜନ୍ମ: ୧୭ ସେପ୍ଟେମ୍ବର ୧୯୩୭) ଜଣେ ଓଡ଼ିଆ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ଅଟନ୍ତି । ବୃତ୍ତିରେ ସେ ଜଣେ ଆଇନୀଜୀବି ।

କୈଳାଶ ଲେଙ୍କା
ଜନ୍ମ(1937-09-17)୧୭ ସେପ୍ଟେମ୍ବର ୧୯୩୭
ମୁକୁନ୍ଦପୁର, କଟକ, ଓଡ଼ିଶା

ଜୀବନୀ ସମ୍ପାଦନା

କୈଳାଶ, ୧୯୩୭ ମସିହାରେ କଟକ ଜିଲ୍ଲାର ମୁକୁନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ 'ଆଧୁନିକ ଇତିହାସ'ରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୬୫ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପଢ଼ିଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ସେ ଓକିଲାତି କରୁଥିଲେ ।[୧] ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ ଓ ଏକାଡେମିକ କାଉନସିଲର ସଦସ୍ୟ ଥିଲେ । 'ବାସରୀୟ ସାହିତ୍ୟ ସଂସଦ'ର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ସେ 'ଓଡ଼ିଆ ଯୁବ ଲେଖକ ସମ୍ମେଳନ' ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ ।

ରଚନାବଳୀ ସମ୍ପାଦନା

  • ପ୍ରଥମ ପୁଷ୍ପ - ୧୯୫୮
  • ନେତା ଓ ନେତୃତ୍ୱ - ୧୯୮୦
  • ରାଜନୈତିକ ରଣସଯ୍ୟା - ୧୯୮୦
  • ଶ୍ରୀକ୍ଷେତ୍ର - ୧୯୮୭
  • କାଠ ବେଙ୍ଗ କାଠର ବେଙ୍ଗୁଲୀ[୨]
  • କେତେ ରାସ୍ତା ଆନନ୍ଦ ମଠକୁ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ମାତୃଭୂମୀ ସାହିତ୍ୟ ସମ୍ମାନ[୩]

ଆଧାର ସମ୍ପାଦନା

  1. Justice Harihar Mahapatra (15 February 2011). My Life, My Work. Allied Publishers. pp. 202–. ISBN 978-81-8424-640-7.
  2. "1998 MAIN ENTRIES" (PDF). odishaculture.gov.in. Odisha Govt. Culture Dept. Archived from the original (PDF) on 1 June 2020. Retrieved 1 June 2020.
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 670–. ISBN 978-81-260-0873-5.
🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଲକ୍ଷ୍ମୀକାନ୍ତ ମହାପାତ୍ରଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାମିଡ଼ିଆଉଇକି:Interwiki-links.jsଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥଗଙ୍ଗାଧର ମେହେରମଧୁସୂଦନ ଦାସଉପେନ୍ଦ୍ର ଭଞ୍ଜସାରଳା ଦାସବିଶେଷ:ନଗଦବଦଳଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀଜଗନ୍ନାଥ ଦାସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଆ ସାହିତ୍ୟଗୋପୀନାଥ ମହାନ୍ତିଗୋପବନ୍ଧୁ ଦାସପ୍ରଧାନମନ୍ତ୍ରୀ ଜନଧନ ଯୋଜନାବନ୍ଦେ ଉତ୍କଳ ଜନନୀଶାନ୍ତନୁ କୁମାର ଆଚାର୍ଯ୍ୟମନୋଜ ଦାସରାଧାନାଥ ରାୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ଆମ ସହ ଯୋଗାଯୋଗଜଗନ୍ନାଥ ମନ୍ଦିରମଧୁସୂଦନ ରାଓଫାଇଲ:Namita Agrawal (Odia Singer).jpgସହଯୋଗ:ବିଷୟବସ୍ତୁମନମୋହନ ସାମଲଭକ୍ତ ଚରଣ ଦାସଉଇକିପିଡ଼ିଆଗୋପାଳ ଚନ୍ଦ୍ର ପ୍ରହରାଜସାଧାରଣତନ୍ତ୍ରଉଇକିପିଡ଼ିଆ:ବାବଦରେପଞ୍ଜାବର ଲୋକନୃତ୍ୟ