ଅମରୀଶ ପୁରୀ

ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତା

ଅମରୀଶ ଲାଲ ପୁରୀ (୨୨ ଜୁନ ୧୯୩୨ – ୧୨ ଜାନୁଆରୀ ୨୦୦୫[୨]) ଜଣେ ଅଭିନେତା ଥିଲେ । ସେ ହିନ୍ଦୀ କଥାଚିତ୍ର ଚରିତ୍ର ଅଭିନେତା ମଦନ ପୁରୀଙ୍କ ସାନ ଭାଇ । ନିଜେ ଅମରିଷ ପୁରୀ ଜଣେ ପୋଖତ ଅଭିନେତା ହେବା ସହ ଇଂରାଜୀ ଭାଷାର ଚଳଚ୍ଚିତ୍ରରେ ମଧ୍ୟ  ଅଭିନୟ କରିଥିଲେ । ତାଙ୍କର ସବୁପ୍ରକାର ଭୂମିକାରେ ଅଭିନୟ କରିବାର ଦକ୍ଷତା ଥିଲେ ମଧ୍ୟ ମୁଖ୍ୟତ ସେ ଖଳନାୟକର ଭୂମିକାରେ ଉତ୍କର୍ଷ ଲାଭ କରିଥିଲେ । ଦର୍ଶକମାନେ ତାଙ୍କର ଖଳନାୟକ ଭୂମିକାକୁ ଖୁବ ପସନ୍ଦ କରୁଥିଲେ ।

ଅମରୀଶ ପୁରୀ
Amrish Puri at the premiere of The Hero: Love Story of a Spy
ଜନ୍ମ
ଅମରୀଶ ଲାଲ ପୁରୀ

(1932-06-22)୨୨ ଜୁନ ୧୯୩୨
ମୃତ୍ୟୁ୧୨ ଜାନୁଆରୀ ୨୦୦୫(2005-01-12) (ବୟସ ୭୨)
ମୃତ୍ୟୁର କାରଣCerebral Haemorrhage arising from Myelodysplastic syndrome
ବୃତ୍ତିଅଭିନେତା
ସକ୍ରିୟ ବର୍ଷ1970–2005
ବୈବାହିକ-ସାଥୀ(s)Urmila Diveker (1957–2005)
(his death)
ସନ୍ତାନରାଜୀବ (ପୁଅ)
ନମ୍ରତା (ଝିଆ)
ସମ୍ପର୍କୀୟମଦନ ପୁରୀ (ଭାଇ)
ଦସ୍ତଖତ
Amrish Puri signature

ଷ୍ଟିଭେନ ସ୍ପିଲବର୍ଗଙ୍କ 'ଇଣ୍ଡିଆନା ଜୋନ୍ସ ଆଣ୍ଡ ଟେମ୍ପଲ ଓଫ ଡୁମ' ( Indiana Jones and the Temple of Doom ) ନାମକ ହଲିଉଡ ଚିତ୍ରରେ ସେ ଭାରତୀୟ ଖଳନାୟକ 'ମେଳାରାମ' ଭୂମିକାରେ ଲଣ୍ଡା ମସ୍ତକରେ ଅଭିନୟ କରି ବହୁଳ ପ୍ରସିଦ୍ଧି ଲାଭ କରିବା ପରେ ସେ ସେହି ଲଣ୍ଡା ମସ୍ତକ ଥାଇ ଅନେକ ହିନ୍ଦୀ ସିନେମାରେ ଖଳ ନାୟକର ଭୂମିକା ପାଇଲେ । ତେବେ ଅମରିଶ ଅନେକ ଚିତ୍ରରେ ଚରିତ୍ର ଅଭିନେତା ଭାବରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ।   

ଅଭିନୟ କାର୍ଯ୍ୟକାଳ 

ସମ୍ପାଦନା

ତାଙ୍କ ସମୟର ସବୁଠୁ ବଡ଼ ଫିଲ୍ମମାନଙ୍କୁ ଅମରିଷ ପୁରୀ ତାଙ୍କର ଭୂମିକା ସବୁ ଅଭିନୟ କରିଥିଲେ । ତାଙ୍କର ଉଲ୍ଲେଖନୀୟ ଭୂମିକା ମଧ୍ୟରେ 'ଦିଲ ବାଲେ ଦୁଲହନିୟା ଲେ ଯାଏଙ୍ଗେ ' ଚିତ୍ରରେ 'ବାବୁଜୀ' ଚରିତ୍ର , 'ମିଷ୍ଟର ଇଣ୍ଡିଆ ' ଫିଲ୍ମରେ 'ମୋଗାମ୍ବୋ' ଚରିତ୍ର ଖୁବ ପ୍ରଭାବଶାଳୀ ଥିଲା । ଅମରିଷଙ୍କ ଡାଇଲଗ 'ମୋଗାମ୍ବୋ ଖୁସ ହୁଆ' ଏତେ ପ୍ରସିଦ୍ଧ ହେଇଥିଲା ଯେ ତାହା ବହୁ ବର୍ଷ ଧରି ବିଭିନ୍ନ ଶୋ , ଟିଭି ଆଦିରେ ପ୍ରଚାରିତ ହାଉଥିଲା .। 

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ଅବିଭାଜିତ ଭାରତର ପଞ୍ଜାବର ଲାହୋରରେଠାରେ ଜନ୍ମ ଗ୍ରହଣ କରିଥିବା ଅମରିଷଙ୍କ ଜନ୍ମ ୨୨ ଜୁନ ୧୯୩୨ରେ ହେଇଥିଲା । ସ୍ୱାଧୀନତା ପରେ ତାଙ୍କ ପିତା ଲାଲା ନିହାଲ ସିଂହ ଭରତକୁ ସପରିବାର ଆସି ହିମାଚଳ ପ୍ରଦେଶରେ ବସ ବାସ କରି ରହିଲେ । ଅମରିଷ ସେଠାରେ ଡିଗ୍ରୀ ଯାଏ ଅଧ୍ୟୟନ କଳା ପରେ ମୁମ୍ବାଇ ଆସି ଫିଲ୍ମ ଜଗତରେ ପ୍ରବେଶ ପାଇଁ ସ୍କ୍ରିନ ଟେଷ୍ଟ ଦେଇ ବିଫଳ ହେଇଥିଲେ । ପରେ ଇନସ୍ୟୁରାନ୍ତ୍ସ ଅଫିସରେ କାମ କଲେ । ସେଇ ସମୟରେ ସେ ପୃଥିବୀ ଥିଏଟରରେ ମଞ୍ଚ ଅଭିନୟ କରି ପାରଦର୍ଶିତା ହାସଲ କଳା ପରେ ୧୯୬୭ରେ ଫିଲ୍ମ ଜଗତକୁ ଆସିଲେ । ଅମରିଶଙ୍କ ବଡ଼ ଭାଇ ମଦନ ପୁରୀ ପ୍ରଥମେ ହିନ୍ଦୀ ସିନେମା ଜଗତରେ ପ୍ରବେଶ କରିଥିଲେ । ଅମରିଶ ପୁରୀଙ୍କ ଦେହାନ୍ତ ଜାନୁୟାରୀ ୪, ୨୦୦୫ରେ ଘଟିଥିଲା । ତାଙ୍କର ପୁତ୍ର ରାଜୀବ ପୁରୀ ଓ ଝିଅ ନମ୍ରତା ପୁରୀ ବର୍ତ୍ତମାନ ଅଛନ୍ତି ।

ଫିଲ୍ମ ଅଭିନୟ

ସମ୍ପାଦନା

ଅମରିଷ 1967ରୁ ୨୦୦୫ ମଧ୍ୟରେ ପ୍ରାୟ ୪୦୦ ଫିଲ୍ମରେ ଅଭିନୟ କରିଥିଲେ । ସେ ଅଧିକାଂଶ ଫିଲ୍ମରେ ଖଳନାୟକର ଭୂମିକା କରି ଫିଲ୍ମ ଜଗତର ଏକ ଶ୍ରେଷ୍ଠ ଖଳନାୟକ ଭାବରେ ପରିଚିତ ହେଲେ । ଅମରିଷ ହିନ୍ଦୀ ବ୍ୟତୀତ କନ୍ନଡ, ତାମିଲ, ମରାଠି , ଆଦି ଭାଷାରେ ମଧ୍ୟ ଅଭିନୟ କରୁଥିଲେ । ପ୍ରଥମେ ଛୋଟ ଭୂମିକାରେ ଅଭିନୟ କରୁଥିବା ଅମରିଶଙ୍କ ପ୍ରତିଭା ବହୁ ବିଳମ୍ବରେ ଦୃଷ୍ଟିଗୋଚର ହେଇଥିଲା । ‘ ହମ ପାଞ୍ଚ ‘ ଫିଲ୍ମରେ ମୁଖ୍ୟ ଖଳନାୟକ ଭୂମିକା ପାଇଲା ପରେ ସେ ଆଉ ପଛକୁ ଫେରି ନ ଥିଲେ ।

ପୁରସ୍କାର ସମୂହ

ସମ୍ପାଦନା

ଦେଶ ବିଦେଶରୁ ସେ ଅନେକ ପୁରସ୍କାର ପାଇଥିଲେ । ତାହା ମଧ୍ୟରୁ ଫିଲ୍ମ ଫେୟାର ପୁରସ୍କାର, ସିଡନୀ ଅନ୍ତର୍ଜାତିକ ଫିଲ୍ମ ପୁରସ୍କାର, ସିଙ୍ଗାପୁର ଅନ୍ତର୍ଜାତିକ ଫିଲ୍ମ ପୁରସ୍କାର ଅନ୍ତର୍ଭୁକ୍ତ । ସେ ଉଭୟ ଖଳନାୟକ ଓ ଚରିତ୍ର ଅଭିନୟ ଭୂମିକା ପାଇଁ ପୁରସ୍କାର ଜିତିବା ଉଲ୍ଲେଖନୀୟ ।  

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ଏହି ଲେଖାଟି ଏବେ language ଭାଷାରେ ଅଛି । ମନ୍ତବ୍ୟ:

ଅମରିଷଙ୍କ ଅଭିନୀତ ମୁଖ୍ୟ ଫିଲ୍ମ ସବୁ 

ସମ୍ପାଦନା
ବର୍ଷଫିଲ୍ମଚରିତ୍ର
୨୦୦୬କଚ୍ଚି ସଡକ
୨୦୦୫ମୁମ୍ବାଇ ଏକ୍ସପ୍ରେସ
୨୦୦୫କ୍ରୀଷ୍ଣାଭୈରବ ସିଂହ
୨୦୦୪ପୋଲିସ ଫୋର୍ସ
୨୦୦୪ମୁଝସେ ଶାଦି କାରୋଗୀ
୨୦୦୪ଏତରାଜରଞ୍ଜିତ ରାୟ
୨୦୦୪ଦେବଶିବାଜୀ ରାଓ ଭଣ୍ଡାରକର
2004गर्वइंस्पेक्टर समर सिंह
2004हलचलअंगार चन्द
2004अब तुम्हारे हवाले वतन साथियों
2004लक्ष्यब्रिगेडियर जनरल गौतम पुरी
2004टार्ज़न द वण्डर कार
2004वो तेरा नाम था
2003खुशी
2003दिल परदेसी हो गया
2003सूर्या
2003द हीरो
2003जालमेजर अमरीश कौल
2003आउट ऑफ कन्ट्रोल
2002शरारत
2002रिश्तेयशपाल चौधरी
2002बधाई हो बधाई
2002बाबातांत्रिक
2002जानी दुश्मन
2001नायक
2001ग़दर
2001मुझे कुछ कहना है
2001यादेंजगदीश कुमार मल्होत्रा
2001चोरी चोरी चुपके चुपके
2001सेंसर
2001ज़ुबेदासुलेमान सेठ
2001ऑन विंग्स ऑफ फायर
2000ढ़ाई अक्षर प्रेम के
2000शहीद ऊधम सिंह
2000बादलए सी पी रंजीत सिंह
2000मोहब्बतें
1999काला साम्राज्य
1999बादशाह
1999तक्षकनाहर सिंह
1999ताल
1999आरज़ूदयाशंकर
1999गैर
1999लाल बादशाह
1999ज़ुल्मीबलराज दत्त
1999जय हिन्द
1998चाची ४२०
1998सलाखें
1998श्याम घनश्याम
1998बारूद
1998डोली सजा के रखना
1998झूठ बोले कौआ काटे
1998धूँढते रह जाओगे
1998चाइना गेट
1997परदेश
1997कोयला
1997इतिहासबलवंत
1997निर्णायक
1997तराज़ू
1997विरासत
1997हिमालय पुत्र
1997ढाल
1997महंत
1996सरदारी बेगम
1996काला पानीमिर्ज़ा ख़ान
1996घातक
1996जान
1996बेकाबू
1996विजेता
1996जीतगजराज चौधरी
1996दिलजले
1996तू चोर मैं सिपाहीगजेन्द्र सिंह
1995गुंडाराजपुलिस इंस्पेक्टर
1995दिलवाले दुल्हनिया ले जायेंगे
1995जय विक्रान्ताजसवंत सिंह
1995कर्तव्य
1995हकीकत
1995करन अर्जुनदुर्जन सिंह
1995ओ डार्लिंग यह है इण्डिया
1995मैदान-ए-जंग
1995हलचलशोभराज
1995प्रेम
1995पापी देवतारतन सेठ
1994एलान
1994द्रोह कालआई जी पी पाठक
1994परमात्मा
1994पहला पहला प्यार
1994महा शक्तिशाली
1994तेजस्वनीलाला खुराना
1993गर्दिश
1993कुंदनशमशेर सिंह
1993संग्राम
1993सूरज का सातवाँ घोड़ा
1993दिव्य शक्ति
1993दामिनी
1992अश्वमेधम
1992टाइम मशीन
1992वंश
1992तहलका
1992मुस्कुराहट
1992ज़िन्दगी एक जुआभल्ला
1992आई लव यू
1992विश्वात्मा
1992दीवाना
1991आदमी और अप्सरा
1991आदित्य
1991कोहराम
1991मस्त कलंदर
1991सौदागर
1991इरादा
1991शिकारी
1991धर्म संकट
1991दलपति
1991अज़ूबा
1991बेनाम बादशाह
1991जिगरवाला
1991फूल और काँटे
1991त्रिनेत्रसिंघानिया
1991नम्बरी आदमीराना
1990घायलबलवंत राय
1990(1990 फ़िल्म)
1990हातिमताई
1990आज का अर्जुन
1990तेजा
1990जीने दो
1990मुकद्दर का बादशाह
1990(1990 फ़िल्म)तेलुगु फ़िल्म
1990दूध का कर्ज़रघुवीर सिंह
1990किशन कन्हैया
1989जादूगरमहाप्रभु जगतसागर चिन्तामणि
1989निगाहें
1989तुझे नहीं छोड़ूँगा
1989दो कैदीके के
1989सूर्या
1989फर्ज़ की जंग
1989बटवारा
1989आग से खेलेंगे
1989राम लखन
1989मिल गयी मंज़िल मुझे
1989मुज़रिमख़ान
1989नफ़रत की आँधी
1989त्रिदेव
1989हिसाब खून का
1989ज़ुर्रत
1989नाइंसाफीबिल्ला
1989इलाका
1989दाता
1988आखिरी पोरतम
1988हम फ़रिश्ते नहीं
1988शहँशाह
1988यतीम
1988वारिस
1988हमारा खानदान
1988मोहब्बत के दुश्मनशहबाज़ ख़ान
1988गंगा जमुना सरस्वतीठाकुर हंसराज सिंह
1988रुख़सतजगदीश चोपड़ा
1988मर मिटेंगेअजीत सिंह
1988कमांडो
1988खून बहा गंगा में
1988दयावानइंस्पेक्टर रतन सिंह
1988साजिश
1987इनाम दस हज़ार
1987सड़क छाप
1987प्यार करके देखो
1987डांस डांस
1987शेर शिवाजी
1987मददगार
1987दादागिरीभानु प्रताप
1987दिल तुझको दियामोहला
1987परम धरम
1987लोहा
1987हवालात
1987मिस्टर इण्डिया
1987जवाब हम देंगेसेठ धनराज
1986एक और सिकन्दर
1986रिकी
1986तमस
1986काँच की दीवारभूप सिंह
1986प्यार हो गया
1986जाँबाज़राना विक्रम सिंह
1986नगीना
1986नसीब अपना अपनाभीम सिंह
1986सल्तनत
1986असली नकली
1986दोस्ती दुश्मनी
1986समुन्दर
1986आप के साथ
1986मेरा धर्म
1985आज के शोलेबलबीर गुप्ता
1985कर्मयुद्ध
1985पत्थर दिल
1985मोहब्बतचौधरी
1985ज़बरदस्तबलराम सिंह
1985अघात
1985निशान
1985तेरी मेहरबानियाँठाकुर विजय सिंह
1985पैसा ये पैसाजुगल
1985मेरी जंग
1985फाँसी के बाद
1984ज़ख्मी शेर
1984झूठा सच
1984इंडियाना जोन्स एंड द टेंपल ऑफ डूम
1984इंसाफ कौन करेगाभानुप्रताप
1984यह देश
1984कसम पैदा करने वाले की
1984दुनियाबलवंत सिंह कालरा
1984गंगवाविशेष भूमिका
1984आवाज़
1984मशाल
1984पार्टीडॉक्टर
1984जागीर
1983अर्द्ध सत्य
1983मंडी
1983हादसा
1983कुली
1983अंधा कानून
1983हीरो
1982जॉनी आई लव यूज़ालिम सिंह
1982मैं इन्तकाम लूँगी
1982आदत से मजबूर
1982अपना बना लो
1982विजेता
1982शक्तिजे वर्मा
1982गाँधी
1982तहलका
1982विधाता
1982अशान्ति
1981क्रोधी
1981कलयुगकिशन चाँद
1981नसीब
1980चन परदेसी
1980दोस्तानाबलवंत सिंह
1980मान अभिमान
1980गहराई
1980पत्थर से टक्कर
1980कुर्बानी
1980हम पाँचवीर प्रताप सिंह
1980आक्रोश
1979लखन
1979हमारे तुम्हारे
1979जानी दुश्मन
1979सावन को आने दो
1979नैया
1978कोन्दुरा
1977भूमिका
1977पापी
1977ईमान धर्मधर्मदयाल
1977अलीबाबा मरज़ीनाजब्बार
1976मंथन
1975निशांत
1975सलाखेंमास्टर
1973कादू
1973हिन्दुस्तान की कसम
1971शांता ! कोर्ट चालू आहेमराठी फ़िल्म
1971रेशमा और शेरारहमत ख़ान
1971हलचलसरकारी वादी वकील
1970प्रेम पुजारी
  1. "Mogambo Amrish Puri lives on: A tribute". Hindustan Times. 11 January 2010. Retrieved 11 May 2016.
  2. "Amrish Puri is Dead". January 12, 2005. Archived from the original on 9 July 2013.
🔥 Top keywords: ପ୍ରଧାନ ପୃଷ୍ଠାରଜବିଶେଷ:ଖୋଜନ୍ତୁମୋହନ ଚରଣ ମାଝୀଫକୀର ମୋହନ ସେନାପତିଓଡ଼ିଆ ଭାଷାରାଧାନାଥ ରାୟମିଡ଼ିଆଉଇକି:Interwiki-links.jsଲକ୍ଷ୍ମୀକାନ୍ତ ମହାପାତ୍ରମନମୋହନ ସାମଲଗଙ୍ଗାଧର ମେହେରଦ୍ୱିତୀୟ ବିଶ୍ୱଯୁଦ୍ଧମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳସାରଳା ଦାସନିତ୍ୟାନନ୍ଦ ଗଣ୍ଡଜୟନାରାୟଣ ମିଶ୍ରଫାଇଲ:Ganesh Ram Singh Khuntia.jpgମହାତ୍ମା ଗାନ୍ଧୀବିଶେଷ:ନଗଦବଦଳଜଗନ୍ନାଥ ମନ୍ଦିରଧ୍ୟାନଚାନ୍ଦମଧୁସୂଦନ ଦାସଗୋପବନ୍ଧୁ ଦାସଜଗନ୍ନାଥକୋଣାର୍କ ସୂର୍ଯ୍ୟ ମନ୍ଦିରଉପେନ୍ଦ୍ର ଭଞ୍ଜଅନନ୍ତ ପଟ୍ଟନାୟକଗୋଦାବରୀଶ ମିଶ୍ରପଣା ସଂକ୍ରାନ୍ତିବନ୍ଦେ ଉତ୍କଳ ଜନନୀସତ୍ୟେନ୍ଦ୍ର ନାଥ ବୋଷଜଗନ୍ନାଥ ଦାସଓଡ଼ିଶାଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବକ୍ସି ଜଗବନ୍ଧୁଉଇକିପିଡ଼ିଆନବୀନ ପଟ୍ଟନାୟକମଧୁସୂଦନ ରାଓ