ଅବତାର ସିଂ

ଅବତାର ସିଂ (ଇଂରାଜୀ :Avtar Singh) (ଜନ୍ମ: ୦୩ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଜୁଡୋର ଖେଳାଳୀ ଅଟନ୍ତି । ସେ 2016 ଗ୍ରୀଷ୍ମକାଳୀନ ଓଲିଓମ୍ପିକରେ କ୍ୱାଲିଫାଏ କରିଥିଲେ , ଯାହା ବ୍ରାଜିଲର ରିଓ ଦି ଜେନେରିଓରେ ଆୟୋଜିତ କରାଯାଇଥିଲା ।

ଅବତାର ସିଂ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1992-04-03) ୩ ଅପ୍ରେଲ ୧୯୯୨ (ବୟସ ୩୨)
ଗୁରୁଦାସ ପୁର, ପଞ୍ଜାବ
ଉଚ୍ଚତା1.94 metres (6.4 ft)[୧]
ଓଜନ90 kilograms (200 lb)[୧]
Sport
କ୍ରୀଡ଼ାଜୁଡୋ
Event(s)ପୁରୁଷ ୯୦ କିଲୋଗ୍ରାମ
Updated on १४ अगस्त २०१६.

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଅବତାର ସିଂଙ୍କ ଜନ୍ମ ୦୩ ଏପ୍ରିଲ ୧୯୯୨ ମସିହାରେ ଭାରତୀୟ ରାଜ୍ୟ ପଞ୍ଜାବର ଗୁରଦାସ ପୁର ଜିଲ୍ଲାରେ ହୋଇଥିଲା ।[୧] ସେ କୋଠେ ଘୁରାଲ ଗ୍ରାମରେ ବଢ଼ିଛନ୍ତି ଏବଂ ମାତା-ପିତାଙ୍କୁ କ୍ଷେତ ବାଡ଼ିରେ ସାହାଯ୍ୟ କରୁଥିଲେ ।[୨] ସେ ପଞ୍ଜାବ ପୁଲିସରେ ସହାୟକ ଉପ-ନିରୀକ୍ଷକ ରୂପେ କାର୍ଯ୍ୟରତ ଅଟନ୍ତି ।[୩]

ଆଧାର ସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsଓଡ଼ିଆ ଭାଷାଫକୀର ମୋହନ ସେନାପତିଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଲକ୍ଷ୍ମୀକାନ୍ତ ମହାପାତ୍ରଦ୍ୱିତୀୟ ବିଶ୍ୱଯୁଦ୍ଧଗଙ୍ଗାଧର ମେହେରଜଗନ୍ନାଥ ଦାସଉଇକିପିଡ଼ିଆ:ଆମେ ଦାୟୀ ନୋହୁଁବିଶେଷ:ନଗଦବଦଳଉଇକିପିଡ଼ିଆଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଜଗନ୍ନାଥମନମୋହନ ସାମଲସାରଳା ଦାସଓଡ଼ିଶାମଧୁସୂଦନ ଦାସଓଡ଼ିଆ ସାହିତ୍ୟମହାତ୍ମା ଗାନ୍ଧୀଜଗନ୍ନାଥ ମନ୍ଦିରପ୍ରଧାନମନ୍ତ୍ରୀ ଜନଧନ ଯୋଜନାସଚ୍ଚିଦାନନ୍ଦ ରାଉତରାୟଗୋପବନ୍ଧୁ ଦାସଗୋଦାବରୀଶ ମିଶ୍ରରାଧାନାଥ ରାୟଉପେନ୍ଦ୍ର ଭଞ୍ଜଗୌତମ ବୁଦ୍ଧସହଯୋଗ:ବିଷୟବସ୍ତୁକୋଣାର୍କ ସୂର୍ଯ୍ୟ ମନ୍ଦିରବନ୍ଦେ ଉତ୍କଳ ଜନନୀଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେମଧୁସୂଦନ ରାଓଗୋପୀନାଥ ମହାନ୍ତିଗୋଲୋକ ବିହାରୀ ଧଳରମାକାନ୍ତ ରଥଆତ୍ମହତ୍ୟାଉଦୟନାଥ ଷଡ଼ଙ୍ଗୀ