ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ
(ଉଇକିପିଡ଼ିଆ:ଚାଟସଭାରୁ ଲେଉଟି ଆସିଛି)
ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ଲେଖିବା ଆଗରୁ ସହାୟତା ପାଇଁ କିଛି ସୂଚନା ତଳେ ପଢ଼ିନିଅନ୍ତୁ । ଆପଣଙ୍କୁ ଲେଖିବାରେ ସୁବିଧା ହେବ । |
ଓଡ଼ିଆରେ ଟାଇପ କିପରି କରିବେ?
- ଡାହାଣ ପାଖ ଉପରେ ଥିବା ସର୍ଚ-ବାରରେ କ୍ଲିକ କଲେ ଆଇକନ ଆସିବ
- ସେଥିରୁ ଓଡ଼ିଆ ବାଛନ୍ତୁ
- ତାଲିକାରୁ ଲେଖନୀ ବାଛନ୍ତୁ (ଯଦି ଆଉ କିଛି ଲେଆଉଟରେ ଟାଇପ କରିବା ଜାଣନ୍ତି ତାହା ମଧ୍ୟ ବାଛିପାରିବେ)
- ଏବେ ଟାଇପ କଲେ ଓଡ଼ିଆ ଆସିବ
- କେଉଁ ଇଂରାଜୀ ଅକ୍ଷର ଟାଇପ କଲେ କେଉଁ ଓଡ଼ିଆ ଅକ୍ଷର ଆସିବ ତାହା
ଏହି ଲିଙ୍କ
ରୁ ଦେଖନ୍ତୁ
କିପରି ଉଇକିପିଡ଼ିଆରେ ଲେଖିବେ?'
କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?
କଣ ଲେଖିବେ ନାହିଁ | କଣ ଲେଖିବେ |
ଉପାଧୀବାଚକ
| ଜଣାଶୁଣା ନାମ
|
ବିଶେଷଣ
| ଲେଖାରେ ବିଶେଷଣ ନ ଦେଇ କେବଳ ତଥ୍ୟ ଦେବେ । |
ଲିଖନ ବିଷୟ
|
|
ବହି/ଖବରକାଗଜ/ପତ୍ରିକାରୁ ଦେଖି ଲେଖିପାରିବେ କି?
- ହଁ, କୌଣସି ଜଣାଶୁଣା ପ୍ରକାଶନର ବହି ଓ ଖବରକାଗଜରୁ ତଥ୍ୟ ନେଇ ଲେଖିପାରିବେ
- ଲେଖା ସିଧା ସଳଖ କପି ନ କରି ନିଜେ ଲେଖନ୍ତୁ
- ଆଧାର ଦେଉଥିବା ବାକ୍ୟ/ପାରାଗ୍ରାଫର ଶେଷରେ କର୍ସର
- ଉକ୍ତ ବହିର ଆଧାର ଦେବା ପାଇଁ ଟୁଲବାରରେ ଥିବା ▼ Cite ଉପରେ କ୍ଲିକ କରନ୍ତୁ
- ଟୁଲ-ବାରର ବାମ ପଟେ ଥିବା Templateରୁ ଉପଯୁକ୍ତ ଅପ୍ସନଟି ବାଛି ବହିର ସବିଶେଷ ଫର୍ମରେ ଭରନ୍ତୁ
- ବଟନରେ କ୍ଲିକ କରି ଆଧାରଟି ସାଇତିବେ
ଗୁଗୁଲ ବୁକ୍ସ (http://books.google.com)ରୁ ଆଧାର ଖୋଜା
ଗୁଗୁଲ ବୁକ୍ସରେ ଅନେକ ଜଣାଶୁଣା ବହି ରହିଛି ଓ ପାଖାପାଖି ସବୁ ଉଇକିପିଡ଼ିଆରେ ଆଧାର ଦେବା ଲାଗି ବ୍ୟବହାର ହୋଇପାରିବ ।
କିପରି ଖୋଜିବେ?
Iram
ନ ଖୋଜି "Iram"
ଖୋଜିଲେ ଅଧିକ ସଠିକ ଫଳାଫଳ ମିଳେ । ନହେଲେ କେଉଁ ବହିରେ Iran
ଥିଲେ ବି ଦେଖେଇବ । ସେହି ଭଳି ବିନା କଲନରେ pari bewa
ଲେଖିବାରୁ pari
ଶବ୍ଦ ଥିବା ଅନେକ ବହିର ବିଷବସ୍ତୁ ଦିଶିଲା । କିନ୍ତୁ "pari bewa"
ଲେଖିବାରୁ ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ଉପରେ ଥିବା ବହିର ଲିଙ୍କ ଦିଶିଲା ।୨. ଯଦି ସେ ବାକ୍ୟଗୁଡ଼ିକରେ ଆପଣ ଖୋଜୁଥିବା ବିଷୟ ଥାଏ ତାହେଲେ ସେ ବହିର ଲିଙ୍କ ଉପରେ କ୍ଲିକ କରି ତାହା ଖୋଲନ୍ତୁ ଓ ତାହାର URL (ଦେଖିବାକୁ ଏମିତି: https://books.google.co.in/books...) କପି କରନ୍ତୁ ।
୩. http://reftag.appspot.com ସାଇଟ ଖୋଲି କପି କରିଥିବା URL ଉପର ବାକ୍ସରେ ପେଷ୍ଟ କରନ୍ତୁ ।
୪. ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।
ଆଗକୁ କଣ କରିବେ, କଣ ଲେଖିବେ?
|
କିଛି ଦରକାରୀ ସାଧନ
🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଭି. କାର୍ତ୍ତିକେୟ ପାଣ୍ଡିଆନଓଡ଼ିଆ ଭାଷାଜଗନ୍ନାଥ ମନ୍ଦିରଲକ୍ଷ୍ମୀକାନ୍ତ ମହାପାତ୍ରଦ୍ୱିତୀୟ ବିଶ୍ୱଯୁଦ୍ଧସାରଳା ଦାସଫକୀର ମୋହନ ସେନାପତିଉପେନ୍ଦ୍ର ଭଞ୍ଜମିଡ଼ିଆଉଇକି:Interwiki-links.jsସହଯୋଗ:ବିଷୟବସ୍ତୁଜଗନ୍ନାଥ ଦାସରାଧାନାଥ ରାୟଛାଞ୍ଚ:URL/docଗଙ୍ଗାଧର ମେହେରଜଗନ୍ନାଥଫାଇଲ:Volleyball Barnstar Hires.pngଓଡ଼ିଆ ସାହିତ୍ୟମହାତ୍ମା ଗାନ୍ଧୀଓଡ଼ିଶା ବିଧାନ ସଭାବନ୍ଦେ ଉତ୍କଳ ଜନନୀଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉଇକିପିଡ଼ିଆଗୋପବନ୍ଧୁ ଦାସମନମୋହନ ସାମଲଓଡ଼ିଶାର ଇତିହାସମଧୁସୂଦନ ରାଓକୋଣାର୍କ ସୂର୍ଯ୍ୟ ମନ୍ଦିରଚନ୍ଦନ ଯାତ୍ରାମାୟାଧର ମାନସିଂହମଧୁସୂଦନ ଦାସଉଇକିପିଡ଼ିଆ:ଆମ ସହ ଯୋଗାଯୋଗଭାରତଭାରତୀୟ ଜନତା ପାର୍ଟିସଚ୍ଚିଦାନନ୍ଦ ରାଉତରାୟଉଇକିପିଡ଼ିଆ:ବାବଦରେଗୋପୀନାଥ ମହାନ୍ତିଅଂଶୁଘାତ