ଲକ୍ଷ୍ମୀ ପୂଜା

ମହାଲକ୍ଷ୍ମୀଙ୍କର ପାର୍ବଣ । ପାଖାପାଖି ସପ୍ତହେ ବ୍ୟାପି ମହାଲକ୍ଷ୍ମୀଙ୍କର ଏଇ ପୂଜା ଢେଙ୍କାନାଳ, ଚୌଦ୍ୱାର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ବଡ଼ ଧୂମ୍​ଧାମ୍​ରେ ପାଳନ କରାଯାଏ।

ଲକ୍ଷ୍ମୀ ପୂଜା
ଦେବୀ ଲକ୍ଷ୍ମୀ
ପାଳନକାରୀହିନ୍ଦୁ ଧର୍ମାବଲମ୍ବୀ
ପ୍ରକାରଭାରତୀୟ ହିନ୍ଦୁ
ଆରମ୍ଭଆଶ୍ୱିନ ପୂର୍ଣ୍ଣିମା
ତାରିଖAshvin Purnima, Ashvin Amavasyaଛାଞ୍ଚ:Infobox holiday/wd
୨୦୨୪ ତାରିଖ୧୬ ଅକ୍ଟୋବର, (ବୁଧବାର)
ସମ୍ପର୍କିତଲକ୍ଷ୍ମୀ, କୁମାର ପୂର୍ଣ୍ଣିମା

ଢେଙ୍କାନାଳର ଲକ୍ଷ୍ମୀ ପୂଜା

ସମ୍ପାଦନା

ଢେଙ୍କାନାଳରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ଇତିହାସ ବର୍ଣ୍ଣନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମଦିର, ନୃସିଂହ ଓ ଲକ୍ଷ୍ମୀମୁର୍ତ୍ତୀ ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କଦ୍ୱାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା ।

ଅଧିକ ତଥ୍ୟ

ସମ୍ପାଦନା
🔥 Top keywords: ଦେବସ୍ନାନ ପୂର୍ଣ୍ଣିମାପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁଜଗନ୍ନାଥଜୟ ଜଗନ୍ନାଥଗଜାନନ ବେଶଜଗନ୍ନାଥ ମନ୍ଦିରଉଇକିପିଡ଼ିଆ:Shortcutଅଣସରଫକୀର ମୋହନ ସେନାପତିରାଧାନାଥ ରାୟଭି. କାର୍ତ୍ତିକେୟ ପାଣ୍ଡିଆନଜଗନ୍ନାଥ ଦାସଗଙ୍ଗାଧର ମେହେରରଥଯାତ୍ରାଦ୍ୱିତୀୟ ବିଶ୍ୱଯୁଦ୍ଧଦିବ୍ୟସିଂହ ଦେବମଧୁସୂଦନ ରାଓସାରଳା ଦାସଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଲକ୍ଷ୍ମୀକାନ୍ତ ମହାପାତ୍ରଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଗୋପୀନାଥ ମହାନ୍ତିଜଗନ୍ନାଥଙ୍କ ବେଶଓଡ଼ିଆ ଭାଷାଗଣେଶ୍ୱର ବେହେରାମହାତ୍ମା ଗାନ୍ଧୀବ୍ୟବହାରକାରୀ:Ssgapu22/ସମ୍ପାଦିତ କାର୍ଯ୍ୟବ୍ୟବହାରକାରୀ:Ssgapu22/ତାଲିକା/ଓଡ଼ିଆ ବିଧାୟକବନ୍ଦେ ଉତ୍କଳ ଜନନୀଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଗୋପବନ୍ଧୁ ଦାସମଧୁସୂଦନ ଦାସନମିତା ଅଗ୍ରୱାଲଗୋଦାବରୀଶ ମିଶ୍ର