ଭରଣୀ (ନକ୍ଷତ୍ର)

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଦ୍ୱିତୀୟ ନକ୍ଷତ୍ର ହେଉଛି ଭରଣୀ । ଏହାର ଅନ୍ୟ ନାମ ଦ୍ୱିଜା । ରାଶିଚକ୍ରରେ (ଅପମଣ୍ଡଳ) ଏହା ମେଷ ରାଶିର ମଧ୍ୟଭାଗରେ ଅବସ୍ଥିତ ।

Aries (constellation)ରେ ଭରଣୀ ନକ୍ଷତ୍ରର ସ୍ଥିତି

ଜ୍ୟୋତିଷୀୟ ପରିଚୟ

ସମ୍ପାଦନା

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧] ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରାଯାଇଛି । [୨]

  1. "The 27 Naxatras". Archived from the original on 29 May 2017. Retrieved 30 May 2017.
  2. "Fundamentals of Vedic Astrology" (PDF). Archived from the original (PDF) on 4 March 2016. Retrieved 25 September 2015.
🔥 Top keywords: ରଜପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଫକୀର ମୋହନ ସେନାପତିଫାଇଲ:Raja Doli khela Odia festival.jpgଓଡ଼ିଆ ଭାଷାବିଶେଷ:ନଗଦବଦଳଦ୍ୱିତୀୟ ବିଶ୍ୱଯୁଦ୍ଧଗୋପବନ୍ଧୁ ଦାସରାଧାନାଥ ରାୟଗଙ୍ଗାଧର ମେହେରମୋହନ ଚରଣ ମାଝୀଜଗନ୍ନାଥ ମନ୍ଦିରଉପେନ୍ଦ୍ର ଭଞ୍ଜମଧୁସୂଦନ ରାଓମନମୋହନ ସାମଲଲକ୍ଷ୍ମୀକାନ୍ତ ମହାପାତ୍ରସହଯୋଗ:ବିଷୟବସ୍ତୁରଣେନ୍ଦ୍ର ପ୍ରତାପ ସ୍ୱାଇଁସାରଳା ଦାସଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀମହାତ୍ମା ଗାନ୍ଧୀଅନନ୍ତ ପଟ୍ଟନାୟକଜଗନ୍ନାଥଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଶାଫାଇଲ:Raja Pana.jpgପୋଡ଼ ପିଠାକୋଣାର୍କ ସୂର୍ଯ୍ୟ ମନ୍ଦିରରାଜାରାଣୀ ମନ୍ଦିରଗୋପୀନାଥ ମହାନ୍ତିସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ଦାସଉଇକିପିଡ଼ିଆ ସମୂହର ତାଲିକାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଉଇକିପିଡ଼ିଆ:ଆଲୋଚନା ସଭାଛାଞ୍ଚ:Convert/docମନୋଜ ଦାସ