ବାଇଚଢେଇ

ବାଇ ଚଢ଼େଇ ପ୍ୟାସାରାଇନ ପକ୍ଷୀସମୁଦାୟର ଶ୍ରେଣୀରେ ଆସୁଥିବା ଏକ ପ୍ରକାର ଚଢ଼େଇ, ଯାହାର ଅକାର ଛୋଟ ହୋଇଥାଏ । ଏହି ଚଢ଼େଇ ତା'ର ସୁନ୍ଦର ବସା ତିଆରି କରିବା ଶୈଳୀ ପାଇଁ ଅଧିକ ପରିଚିତ ।

ବାଇଚଢେଇ
Male Southern Masked Weaver (Ploceus velatus)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Animalia
ସଙ୍ଘ:Chordata
ବର୍ଗ:Aves
ଗଣ:Passeriformes
ଉପଗଣ:Passeri
କୁଳ: Ploceidae
Sundevall, ୧୮୩୬
🔥 Top keywords: