ମାନବାଧିକାରସମୂହ

ଜଣେ ବ୍ୟକ୍ତି ଆପେଆପେ ପାଇବାକୁ ହକଦାର ଥିବା ଅବିଚ୍ଛେଦ୍ୟ ମୌଳିକ ଅଧିକାର

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମାଗ୍ନା କାର୍ଟା ବା "ବିଶାଳ ଚାର୍ଟର" ଏକ ସାର୍ବଭୌମ୍ୟଦ୍ୱାରା ତାହାର ଲୋକମାନଙ୍କୁ କେତେକ ଆଇନଗତ ଅଧିକାର ଦେଇଥିବା ପୃଥିବୀର ପ୍ରଥମ ନଥି

ମାନବିକ ଅଧିକାରସମୂହ ନୈତିକ ନିୟମାବଳୀ ବା ମାନଦଣ୍ଡ[୧] ମନୁଷ୍ୟର ଆଚରଣର ନିର୍ଦ୍ଦିଷ୍ଟ ମାନକ ବର୍ଣ୍ଣନା କରେ ଏବଂ ନିୟମିତ ଭାବେ ପୌର ଓ ଆନ୍ତର୍ଜାତିକ ଆଇନର ପ୍ରାକୃତିକ ଏବଂ ଆଇନଗତ ଅଧିକାର ଭାବେ ସୁରକ୍ଷିତ ରଖାଯାଏ ।[୨] ସେଗୁଡ଼ିକ ସାଧାରଣତଃ ଅବିଚ୍ଛେଦ୍ୟ,[୩] ମୌଳିକ ଅଧିକାର "ଯାହା ଜଣେ ବ୍ୟକ୍ତି କେବଳ ଜଣେ ମଣିଷ ହୋଇଥିବାରୁ ଆପେଆପେ ପାଇଥାଏ"[୪] ଏବଂ ଯାହା ସେମାନଙ୍କ ବୟସ, ଜନ୍ମଦେଶ, ଅବସ୍ଥିତି, ଭାଷା, ଧର୍ମ, ଜନ୍ମଜାତି ବା ଅନ୍ୟ କୌଣସି ସ୍ଥିତି ନିର୍ବିଶେଷରେ[୩] "ସମସ୍ତ ମଣିଷଙ୍କ ସହଜାତ" ।[୫] ସେସବୁ ସବୁଠି ଓ ସଦା ସାର୍ବଜନୀନତା ଗ୍ରହଣୀୟ[୧] ଓ ସେସବୁ ସମସ୍ତଙ୍କ ପାଇଁ ସମାନ[୩]

ଆଧାର ସମ୍ପାଦନା

  1. ୧.୦ ୧.୧ James Nickel, with assistance from Thomas Pogge, M.B.E. Smith, and Leif Wenar, 13 December 2013, Stanford Encyclopedia of Philosophy, Human Rights, Retrieved 14 August 2014
  2. Nickel 2010
  3. ୩.୦ ୩.୧ ୩.୨ The United Nations, Office of the High Commissioner of Human Rights, What are human rights?, Retrieved 14 August 2014
  4. Sepúlveda et al. 2004, p. 3"Archived copy". Archived from the original on ମାର୍ଚ୍ଚ 28, 2012. Retrieved ନଭେମ୍ବର 8, 2011.{{cite web}}: CS1 maint: archived copy as title (link)
  5. Burns H. Weston, 20 March 2014, Encyclopædia Britannica, human rights, Retrieved 14 August 2014
🔥 Top keywords: ପ୍ରଧାନ ପୃଷ୍ଠାଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଫକୀର ମୋହନ ସେନାପତିରାସେଶ୍ୱରୀ ପାଣିଗ୍ରାହୀଦ୍ୱିତୀୟ ବିଶ୍ୱଯୁଦ୍ଧମଧୁସୂଦନ ଦାସସହଯୋଗ:ବିଷୟବସ୍ତୁଉଇକିପିଡ଼ିଆ:List of shortcutsପ୍ରଦୀପ କୁମାର ପାଣିଗ୍ରାହୀଚୈତ୍ର ପୂର୍ଣ୍ଣିମାବିଶେଷ:ନଗଦବଦଳଜଗନ୍ନାଥହନୁମାନ ଜୟନ୍ତୀମହାତ୍ମା ଗାନ୍ଧୀଜଗନ୍ନାଥ ମନ୍ଦିରଗୋପୀନାଥ ମହାନ୍ତିଗୋପବନ୍ଧୁ ଦାସଛାଞ୍ଚ:Unreferenced/docଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଗଙ୍ଗାଧର ମେହେରଓଡ଼ିଆ ସାହିତ୍ୟମନୋଜ ଦାସମଧୁସୂଦନ ରାଓସାରଳା ଦାସନମିତା ଅଗ୍ରୱାଲଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଶ୍ରୀନିବାସ ରାମାନୁଜନହନୁମାନ ଚାଳିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଉଇକିପିଡ଼ିଆ:ଜାଣିବା କଥାପ୍ରତିଭା ରାୟଉଇକିପିଡ଼ିଆ:CUTSwiki.phtmlଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟସୁରେନ୍ଦ୍ର ମହାନ୍ତି